Monthly Archives

April 2020

କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଟ୍ରଫି ବିକିଲେ ଗଲ୍ଫ ଖେଳାଳି

ନୂଆଦିଲ୍ଲୀ : ସାରା ବିଶ୍ୱକୁ କବିଳିତ କରି ରଖିଥିବା ମହାମାରୀ କରୋନା ପାଇଁ ସବୁ ମହଲ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ସେଥିରୁ ଭାରତୀୟ ବିଭିନ୍ନ ବର୍ଗର ଖେଳାଳି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । କରୋନା ପୀଡ଼ିତଙ୍କ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ ଦେବା ପାଇଁ
Read More...

ଭାରତର ବୟୋଜ୍ୟେଷ୍ଠ ଦମ୍ପତି କରୋନା ରୋଗରୁ ମୁକ୍ତ ହେଲେ

ଥିରୁବନନ୍ତପୁରମ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରନ୍ତି ତାଙ୍କୁ କେହି ମାରିପାରିବେ ନାହିଁ । ଆଜି ତାହାର ଅବିକଳ କଥା କେରଳରେ ଦେଖିବାକୁ ମିଳିଛି । କରୋନା ରୋଗରେ ପୀଡ଼ିତ ୯୩ ବର୍ଷୀୟ ସ୍ୱାମୀ ଥୋମାସ ଓ ୮୮ ବର୍ଷୀୟା ପତ୍ନୀ ମାରିମ୍ମା ଏହି ମହାମାରୀ ରୂପକ କରୋନାରୁ ମୁକ୍ତି ପାଇଁ ନିଜ
Read More...

ଜୀବଜନ୍ତୁଙ୍କ ପାଇଁ କରାଗଲା ପିଇବା ପାଣି ସୁବିଧା

ସମ୍ବଲପୁର :ବର୍ତ୍ତମାନ ଚାରିଆଡେ କରୋନା ସ°କ୍ରମଣ ଭୟ ଏତେ ତୀବ୍ର ହୋଇ ଯାଇଛି ଯେ ଲୋକେ ନିଜର ସୁରକ୍ଷା ଓ ସୁବିଧା ବ୍ଯତିତ ଆଉକିଛି ଚିନ୍ତା କରୁ ନାହାନ୍ତି । ଏପରି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲା ବନାଧିକାରୀ ସଞ୍ଜୀତ କୁମାର ସମ୍ବଲପୁର ନଗର ମଧ୍ୟରେ ବୁଲା ଗାଈଗୋରୁ ଓ କୁକୁର ଙ୍କ ପାଇଁ
Read More...

ଲକଡାଉନରେ ଟିଭି ଅଭିନେତ୍ରୀ ଗାଁରେ ଫଶିଲେ, ସେୟାର କଲେ ଭିଡିଓ

କରୋନା ଭାଇରସ କାରଣରୁ ଦେଶରେ ୨୧ଦିନ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଯୋଗୁ ଏକ ଗାଁରେ ଜଣାଶୁଣା ଅଭିନେତ୍ରୀ ତଥା ବିଗବସ ପ୍ରତିଯୋଗୀ ରତନ ରାଜପୁତ ଫଶିଯାଇଛନ୍ତି । ସେଠାରେ ଏହି ଅଭିନେତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଗାଁରେ ରହୁଥିଲେ ମଧ୍ୟ ରତନ ରାଜପୁତ ଲଗାତାର
Read More...

ମୋଦିଙ୍କ କଥା ରଖିଲେ ଷ୍ଟିଫାନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତାଳାପ କରିଛନ୍ତି । ଉଭୟ ନେତା କରୋନା ମାହାମାରୀ ନେଇ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ସେମାନେ ବୈଶ୍ୱିକ
Read More...

କୋଭିଡ ହସ୍ପିଟାଲ ଘୋଷଣା ପରେ ଜିଲ୍ଲା ସଦର ହସ୍ପିଟାଲରର କାୟାକଳ୍ପ ଆରମ୍ଭ

ସମ୍ବଲପୁର :ଏକ ସ୍ବୟଂ ସମ୍ପୂର୍ଣ୍ଣ କୋଭିଡ ହସ୍ପିଟାଲ ରୂପେ ଗଢି ତୋଳିବା ପାଇଁ ଜିଲ୍ଲା ସଦର ହସ୍ପିଟାଲର କାୟାକଳ୍ପ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ କିଛି ଦିନ ପାଇଁ ଏଠାକାର ବହିର୍ଚିକିତ୍ସା ବିଭାଗ (ଓପିଡି) ଉଠୁ ନାହିଁ କିନ୍ତୁ ଅନ୍ତର୍ଚିକିତ୍ସା (ଇନଡୋର) ବିଭାଗ ରୁ
Read More...

ବଜାରରେ ମାସ୍କ୍ ଅଭାବକୁ ପୂରଣ କରିବ ଧର୍ମେନ୍ଦ୍ରଙ୍କ ପରିବାରର ପ୍ରୟାସ

ଭୁବନେଶ୍ୱର,: ରାଜ୍ୟ ସରକାର ଆସନ୍ତା ୯ ତାରିଖରୁ ରାଜ୍ୟରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଦୁଇ ଦିନ ପୂର୍ବରୁ ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୁସ୍ଥ ଲୋକ ମାସ୍କ୍ ପିନ୍ଧିବା ଜରୁରୀ ନୁହେଁ ବୋଲି କହୁଥିଲେ । ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା
Read More...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ସତ୍ୟନଗରକୁ ସିଲ୍‌କଲା ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ ଆଜି ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗତକାଲି ଭୁବନେଶ୍ୱର ଆଇବି ଅଫିସକୁ ସିଲ୍
Read More...

ଗଜପତି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 25,000 ଚେକ ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପାଳଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଜନକଲ୍ୟାଣ ଉଦେଶ୍ୟରେ 25,000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। ସେହିଭଳି ପୂର୍ବତନ
Read More...

ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ରୋଗୀଙ୍କ ଘରେ ପହଞ୍ଚିଲା ଔଷଧ

ବାଲିଗୁଡ଼ା: ବିଶ୍ବରେ ମହାମାରୀ କୋରାନା ନିଜର କାୟା ବିସ୍ତାର କରିଚାଲିଛି । ସମସ୍ତଙ୍କ ମନରେ ଗୋଟିଏ ଭୟ । କିଭଳି କରୋନା ସଂକ୍ରମଣରୁ ମିଳିବ ମୁକ୍ତି । ସାରା ଦେଶରେ ଏବେ ତାଲା ବନ୍ଦ । ଏଭଳି ପରିସ୍ଥିତିରେ ପ୍ରଶାସନିକ ଅଧିକାରୀ,ପୋଲିସ୍,ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି
Read More...