Monthly Archives

April 2020

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଭାଷାଭିତ୍ତିରେ ୮୪ ବର୍ଷ ତଳେ ଜନ୍ମ ନେଇଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବାର୍ତ୍ତା
Read More...

ଗଡ଼ିଲାନି ରୁକ୍କୁଣା ରଥ

ଭୁବନେଶ୍ୱର : ଆଜି ଅଶୋକାଷ୍ଣମୀ ତିଥିରେ ରାଜଧାନୀ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସହିତ ରୁକ୍କୁଣା ରଥା ଗଡ଼ିତାଏ । କିନ୍ତୁ ଚଳିତ ବର୍ଷ ସମଗ୍ର ବିଶ୍ୱରେ କରୋନାର ଦୟନୀୟ ସ୍ଥିତି କାରଣରୁ ସାରା ଦେଶ ଏବେ ଲକ୍‌ଡାଉନରେ ଥିବାରୁ ଏହି ଧର୍ମୀୟ ଉତ୍ସବକୁ ବନ୍ଦ
Read More...

ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ଘୁଞ୍ଚିଲା

ଭୁବନେଶ୍ୱର : ଆସନ୍ତା ଅପ୍ରେଲ୍ ୫,୭, ଓ ୧୧ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌)କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ତାରିଖରେ ପରୀକ୍ଷା ହେବ ବୋଲିଗତ ୧୮ ତାରିଖରେ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏନ୍‌ଟିଏ ର ସଦ୍ୟତମ
Read More...

ନିଡି ୱାଲ ତରଫରୁ ଅବହେଳିତ ବର୍ଗଙ୍କୁ ତାଲାବନ୍ଦୀ ସମୟରେ ସହାୟତା ପ୍ରଦାନ

ବଲାଙ୍ଗୀର:ନିସ୍ୱାର୍ଥପର ଭାବରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରତ୍ୟେକ ରବିବାର ସ୍ଥାନୀୟ ପି.ପି.ଏକାଡେମୀ ଛକ ଠାରେ ସମାଜର ଅବହେଳିତ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଯୋଗାଇ ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନ “ନିଡି ୱାଲ”ତରଫରୁ ସଦର ବ୍ଲକ ଅନ୍ତର୍ଗତ ସଦାଇପାଲିର ଖାଡିଆପଡାର ବୃଦ୍ଧା
Read More...

ସୟିଦ୍ ଆଫ୍ରିଦ୍ ଫାଉଣ୍ଡେସନକୁ ସାହାଯ୍ୟ କରିବାକୁ କହି ଯୁବରାଜ ଆକ୍ରୋଶର ଶିକାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱର ୧୯୮ଟି ଦେ କରୋନାରେ କବଳିତ । ସେଥିମଧ୍ୟରୁ ପାକିସ୍ତାନ ବି ବାଦ୍ ଯାଇନାହିଁ । ବର୍ତ୍ତମାନ ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୨୪ରେ ପହଞ୍ଚିଲାଣି । କରୋନାକୁ ମୁକାବିଲା କରିବା ପାଇଁ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ହାତ ଟେକି ଦେଇଛି । ଏଭଳି
Read More...

କରୋନା ରୋଗୀଙ୍କୁ ରୋବର୍ଟ ଦେବ ଔଷଧ, ଫଳ

ମୁମ୍ବାଇ: କରୋନା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା କରିବା, ସେମାନଙ୍କୁ ଔଷଧ ଠିକ୍ ସମୟରେ ଦେବା, ଫଳ ଦେବା ଆଦି କାର୍ଯ୍ୟକୁ ଡାକ୍ତର, ଅନ୍ୟ ସାହାଯ୍ୟକାରୀ କର୍ମଚାରୀମାନେ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି ଯେ, କାଳେ କେତେବେଳେ
Read More...

କରୋନା ମୁକାବିଲା : ଆଦିବାସୀଙ୍କୁ କୁଇ ଓ ଓଡିଆ ଭାଷାରେ କରାଯାଉଛି ସଚେତନ, ଦେଖନ୍ତୁ ଭିଡିଓ

ବାଲିଗୁଡ଼ା: ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ଚିନ୍ତିତ । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୪ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହିତ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ
Read More...

କଂଗ୍ରେସ ଭବନରେ ପାଳନ ହେଲା ଉତ୍କଳ ଦିବସ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ନିରାଡ଼ମ୍ବର ସହକାରେ ପାଳନ ହେଲା ଉତ୍କଳ ଦିବସ।ଆଜି ଉତ୍କଳ ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅନ୍ୟ କିଛି ନେତୃବୃନ୍ଦଙ୍କ ସହ କଂଗ୍ରେସ ଭବନରେ ଥିବା ଦେଶର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ
Read More...

ରାଜଧାନୀବାସୀଙ୍କ ବିଶ୍ୱାସ ଜିତିବା ପାଇଁ ବିଏମ୍‌ସିର ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ସଂକ୍ରମଣ କରୋନା ବ୍ୟକ୍ତି ଚିହ୍ନଟ ପରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀବାସୀଙ୍କ ମନରେ ବିଶ୍ୱାସ ଜିଣିବା ପାଇଁ ବିଏମ୍‌ସି ପ୍ରୟାସ ଆରମ୍ଭ କରିଛି । ଗତକାଲି ରାଜଧାନୀର ମୁଖ୍ୟ ରାସ୍ତା ରାଜଭବନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ବିଶୋଧନ ସଫେଇ କରାଯାଇଥିବା ବେଳେ
Read More...

ଆଜିଠାରୁ କଟକଣା ବଢିଲା

ସମ୍ବଲପୁର : ଆଜିଠାରୁ ନିୟମରେ ପରିବର୍ତ୍ତନ କଲେ ଜିଲ୍ଲାପାଳ ଓ କଟକଣା କଡା କରିଛନ୍ତି । ସକାଳ 6ଟା ରୁ ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ମାର୍କେଟ ଯିବା ପାଇଁ ବାଇକ ନେଲେ ଗାଡି ଜବତ ହେବ।
Read More...