Monthly Archives

May 2020

ବିଦେଶୀ ମଦ ଦୋକାନ ନଖୋଲିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ ଅନଲାଇନ ମଦ ଡେଲିଭରୀକୁ ସରକାରୀ ସ୍ୱୀକୃତି ମିଳିଥିଲେ ମଧ୍ୟ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ କେବଳ ଅନଲାଇନ ମାଧ୍ୟମରେ ମଦ ବିକ୍ରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରିଛି । ଏଥିସହ
Read More...

ଆଉ ୫୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩, କେନ୍ଦୁଝରରୁ ୨ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ଉଲ୍ଲେଖଯୋଗ୍ୟ ଯେ,
Read More...

ବଦଳିଲା କ୍ୱାରେଣ୍ଟାଇନ ନିୟମ : ଗାଡି ଚଳାଚଳକୁ ଅନୁମତି

ଭୁବନେଶ୍ୱର : ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମକୁ ବଦଳାଇଛନ୍ତି । ଏ ନୂଆ ନିୟମ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ରିଲଫ କମିଶନର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୱାରେଣ୍ଟାଇନର ନୂଆ ନିୟମ ଅନୁପାଳନ ସଂପର୍କରେ ସୂଚନା ଦେଇଛନ୍ତି । ନୂଆ
Read More...

ରୋଗୀଙ୍କ ଜୀବନ ଯାଉ ପଛେ ଡାକ୍ତରଙ୍କ ପଇସା ରୋଜଗାର ହେଉ

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ବିରୁଦ୍ଧରେ ଏକ୍ସପାଏର ଡେଟର ସାମ୍ପୁଲ ମେଡ଼ିସିନ ଦେଇ ପଇସା ନେଇ ଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ କରୋନା ଯୋଦ୍ଧା ନାମରେ ଆଖ୍ୟା ଦେଇଛନ୍ତି l କରୋନା ସହ ଲଢୁ ଥିବା ଏହି ଯୋଦ୍ଧା ଙ୍କ ଉପରେ ଭରଷା
Read More...

ଟ୍ରେନିଂ ପୂର୍ବରୁ ଏଭଳି ମନ୍ତବ୍ୟ ଦେଲେ ରୋହିତ

ନୂଆଦିଲ୍ଲୀ : ଇତିମଧ୍ୟରେ ସାର୍ଦ୍ଦୁଳ ଠାକୁର ଆଉଟ୍ ଡୋର୍ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ଆଉଜଣେ କ୍ରିକେଟର ମଧ୍ୟ ଅଭ୍ୟାସ ସେସନ୍ ଆରମ୍ଭ କରିବା ପାଇଁ ଆଗ୍ରହୀ ହୋଇପଡ଼ିଛନ୍ତି । ସେ ହେଉଛନ୍ତି ରୋହିତ ଶର୍ମା । ତେବେ ରୋହିତ କହିଛନ୍ତି ଯେ, ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଫିଟ୍‌ନେସ୍
Read More...

ଚାୱଲାଙ୍କ ବିରୋଧରେ ସଦ୍ୟତମ ଚାର୍ଜସିଟ୍‌

ନୂଆଦିଲ୍ଲୀ : ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ଖେଳୁଥିବା ସମୟରେ ଏକ ମ୍ୟାଚ୍ ଫିକ୍ସିଂ ଘଟିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ହ୍ୟାନ୍ସି କ୍ରୋନିଏ ଜଡ଼ିତ ଥିଲେ । ଏହି ମ୍ୟାଚ୍ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଂଜୀବ ଚାୱଲା । ତେବେ ସେ ଫିକ୍ସିଂ
Read More...

ସମ୍ବଲପୁର ଶୀତଳଷଷ୍ଠୀ ଉତ୍ସବ ଉତ୍ସାହ ବିହୀନ

ସମ୍ବଲପୁର: ସମ୍ବଲପୁର ଇତିହାସ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମଗ୍ର ପଶ୍ଚିମାଞ୍ଚଳରେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ର ରୂପେ ପରିଗଣିତ । ଏହି ଅବସରରେ ପ୍ରାୟ ୪ଲକ୍ଷରୁ ଅଧିକ ଦର୍ଶକ ଏଥିପାଇଁ ଏକତ୍ରିତ ହୁଅନ୍ତି ଓ ଉପଭୋଗ କରନ୍ତି । ପ୍ରାୟ ସାତହଜାର କଳାକାର ସେମାନଙ୍କ ମନୋରଞ୍ଜନ କରନ୍ତି ।
Read More...

ପଶ୍ଚିମ ଓଡିଶାରେ ଶତକ ପାରହେଲା କରୋନା

ସମ୍ବଲପୁର,୨୪/୫(ହୀ.ପ୍ର)- କରୋନା ସଂକ୍ରମଣରେ ଅପେକ୍ଷାକୃତ ସୁରକ୍ଷିତ ରହିଥିବା ପଶ୍ଚିମ ଓଡିଶାରେ ବର୍ତ୍ତମାନ ରୋଗୀସଂଖ୍ୟା ଶତକ ଟପି ୧୦୩ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ଏହି ସୂଚୀରେ ଆଜି ସକାଳୁ ବରଗଡ ଓ ପରେ ନୂଆପଡା ଜିଲ୍ଲା ସାମିଲ ହୋଇଛନ୍ତି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା
Read More...

ନଳକୂପ ଅଚଳ, ପାଣି ପାଇଁ ଲୋକେ କଲବଲ

ବୌଦ୍ଧ : କରୋନା ନାମରେ ଗ୍ରାମ ପଞ୍ଚା.ତ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଚଳ ନଳକୂପ ଗୁଡିକୁ ମରାମତି କରିବାପାଇଁ ଭୁଲିଯାଇଛି । ଅନେକ ବ୍ଲକ ଓ ପଞ୍ଚାୟତମାନେ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କ୍ରୟ କରିନଥିବାରୁ ଅଚଳ ନଳକୂପ ମରାମତି କରିପାରୁନଥିବା ଚର୍ଚ୍ଚାର ବିଷୟ ହୋଇଛି ।କଣ୍ଟାମାଳ ବ୍ଲକ
Read More...

ଗଞ୍ଜେଇ ମାଫିଆଙ୍କ ଅବାଧ କରିଡର ବୁଟୁପାଲି-ପନ୍ଥାଇ ରାସ୍ତା

ବୌଦ୍ଧ: ଲକ୍‌ଡାଉନ ସମୟରେ ପୁଲିସ ଓ ଅବକାରୀ ବିଭାଗକୁ ଫାଙ୍କି ଗଞ୍ଜେଇ ଓ ମହୁଲିମଦର ଚୋରାଚାଲାଣ ଅବାଧରେ ଚାଲିଛି । ପୁଲିସ ଯେତେ ଚେକ୍ ପୋଷ୍ଟ କରି ତନଖି କରୁଥିଲେ ମଧ୍ୟ ମାଫିଆମାନେ ନୂଆଁନୂଆଁ ରାସ୍ତା ଓ ଉଦ୍ଭଟ କୌଶଳମାନ ଆପଣେଇ ଚୋରା ନିଶାଦ୍ରବ୍ୟ ଚାଲାଣକୁ ସୁଗମ କରିଚାଲିଛନ୍ତି । ଜାତୀୟ
Read More...