Monthly Archives

October 2020

ଡ୍ରେନକଡରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଦାରିଙ୍ଗବାଡ଼ି ୧୪/୧୦: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶିବ ମନ୍ଦିର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ପଡ଼ି ରହିଛି l ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଛି।ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ଲୋକଙ୍କୁ ପଚାରଉଚାର
Read More...

ଅନନ୍ୟାଙ୍କ ଖୁସି କହିଲେ ନସରେ

ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍‌ସୋର୍‌ରେ ପ୍ରଶଂସା ଚାଲିଛି । ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ । ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ
Read More...

ରାଜ୍ୟରେ ପୁଣି ୨୬୦୪ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର ୧୪ ।୧୦: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯୫୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଜାତି ଛଡ଼ାଇ ନେଲା ରକ୍ତ ସମ୍ପର୍କ !

ବୌଦ୍ଧ,୧୪/୧୦ - ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶବକୁ ବି ଛୁଇଁବା ପାଇଁ ମନାକଲେ ଭାଇ ବନ୍ଧୁ ଓ ରକ୍ତ ସମ୍ପର୍କୀୟ l ଶେଷରେ 30 କିଲୋମିଟର ଦୁର ବୌଦ୍ଧ ସହରରୁ ଯାଇ ଶବ ସଂସ୍କାର କଲେ ଯୁବ ସ୍ବେଚ୍ଛାସେବୀ ମାନେ l ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ
Read More...

ଆମ୍ବଝରୀ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ବୌଦ୍ଧ/ବାଉଁଶୁଣି ,୧୪/୧୦- ବିଭିନ୍ନ ଦୁର୍ନୀତି ଓ ଅବହେଳାର ଅଭିଯୋଗ କରି ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ସମିତିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି l ସଦସ୍ୟ ମାନଙ୍କ ଅଭିଯୋଗ
Read More...

ଭାରସାମ୍ୟ ହରାଇ ଗଛରେ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ

ବୌଦ୍ଧ,୧୪/୧୦ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ୟାସ
Read More...

ଦୁର୍ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁତର

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ବାରିଙ୍ଗ ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ କାରରେ ବସିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବlଞ୍ଜିର ସହକାରୀ ନିର୍ବାହୀ ଯନ୍ତ୍ରୀ ନରସିଂହ ସ୍ୱାଇଁ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା
Read More...

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ " ରକ୍ତ ଅଭାବରୁ ଜୀବନ ହାନି ନହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଲଗାଣ ପ୍ରବଳ ବର୍ଷା ସତ୍ବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୭ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଯୁବ
Read More...

ଚେନ୍ନାଇ ଟିମ୍‌ରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗିସ୍‌ର ପ୍ରଦର୍ଶନକୁ ନେଇ କେବଳ ଏହି ଦଳର ମ୍ୟାନେଜମେଣ୍ଟ ନୁହେଁ, ଅନ୍ୟ ଦଳଗୁଡ଼ିକର ମ୍ୟାନେଜମେଣ୍ଟ ଏବଂ ବହୁ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥର ଏହି ଫ୍ରାଞ୍ଚାଇଜ୍ ଶୋଚନୀୟ ବିପର୍ଯ୍ୟୟର
Read More...

ଲାଗୁହେବ ନୂଆ ନିୟମ : ସୁଯୋଗ ପାଇବେ ଖେଳିନଥିବା କ୍ରିକେଟର

ଦୁବାଇ,:ଆଇପିଏଲ୍ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ନୂଆ ନିୟମକୁ ପୂର୍ବଥର ଭଳି ଏଥର ମଧ୍ୟ ଲାଗୁ କରାଯିବ । ଏହି ନିୟମକୁ ମିଡ୍ ସିଜିନ୍ ଟ୍ରାନ୍ସଫର ୱିଣ୍ଡୋ କୁହାଯାଉଛି । ଅର୍ଥାତ୍ ଆଇପିଏଲ୍‌ର ନିର୍ଦ୍ଦିଷ୍ଟ ସଂଖ୍ୟକ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଯଦି କୌଣସି ଖେଳାଳି ଖେଳିବାର ସୁଯୋଗ
Read More...