Yearly Archives

2020

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ବୌଦ୍ଧ/ବlଉଁଶୁଣି- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଶଗଡା - ଜମଟାଙ୍ଗୀ ରାସ୍ତାର ମନୁପାଲି ଗ୍ରାମ ପଂଚାୟତ କୁଆଘରା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶଗଡାରୁ ଗୋଟିଏ ନମ୍ବର୍ ବିହୀନ ଗ୍ଲେମୋର୍ ବାଇକ ଯୋଗେ ଜମଟାଙ୍ଗୀ
Read More...

ଜି. ଏମ. ୟୁନିଭରସିଟିର ପି.ଜି. ପରୀକ୍ଷାରେ ବୌଦ୍ଧର ଶାନ୍ତିଲତା ଟପର୍

ବୌଦ୍ଧ,୨୩/୧୦ - ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଦ୍ୟ ପ୍ରକାଶିତ ପି.ଜି. ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଶାନ୍ତିଲତା ସାହୁ ପଲିଟିକାଲ ସାଇନ୍ସ ବିଭାଗରେ ଟପର ହୋଇଥିବା ଜଣାପଡିଛି l କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମର ଶାନ୍ତିଲତା 71. 80 % ନମ୍ବର୍
Read More...

ଡ୍ରେନ ନାହିଁ କି ଚାନ୍ଦିନୀ ନାହିଁ, ଲୋକେ ପିଉଛନ୍ତି ଦୂଷିତ ପାଣି

ବୌଦ୍ଧ,୨୩/୧୦- କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତର ସାନ ରୁଣ୍ଡି ମହୁଲ ଗ୍ରାମରେ ଥିବା ନଳକୂପର ଚାନ୍ଦିନୀ ଓ ଡ୍ରେନ ନ ଥିବାରୁ ସବୁବେଳେ ନଳକୂଅ ଚାରି ପାଖରେ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l ଗାଆଁ ଦାଣ୍ଡରେ କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ନଳକୂପର
Read More...

ଆର୍ଥିକ ସଂକଟରେ ଏମ୍‌ବିବିଏସ୍ ଛାତ୍ର : ୨ବର୍ଷ ପରେ ବି ସ୍କଲାରସିପ୍ ମିଳିନି

ଆଠମଲ୍ଲିକ: ପଢିବାର ଇଚ୍ଛା ଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଏବଂ ସରକାରୀ ସହାୟତା ନମିଳିବା କାରଣରୁ ପଢା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଠ ପଢିବା ଜାରି ରଖିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି । ଏଭଳି ଜଣେ ଛାତ୍ର ହେଉଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ
Read More...

ଜାଲ୍ ନମ୍ବର୍ ବୋଲେରୋ ଧକ୍କାରେ ବାଇକ ଆରୋହୀ ଆହତ

ବୌଦ୍ଧ/ବାଉଁଶୁଣି - ଆଜି ଦିନ ପ୍ରାୟ ଘ 11. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଗୁଦୁଗୁଦା ନିକଟରେ ଜାଲ୍ ନମ୍ବର୍ ଥିବା ଗୋଟିଏ ବଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସୋନପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଓଡି 27 3888 ବଲେରୋ
Read More...

ସୁବର୍ଣ୍ଣପୁରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ସୋନପୁର : କୋଭିଡ଼ କଟକଣାକୁ ପାଳନ କରି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ଆନୁଷ୍ଠିତ ହେଉଛି । ସହରର ବ୍ଲକଛକ, ଘୋଡ଼ାଘାଟପଡା, ଗଡ଼ଭିତର ଦୁର୍ଗା ମନ୍ଦିର, ଟିକିରିପଡା,ବଡ଼ବଜାର ଗୁଣ୍ଡିଚା ମନ୍ଦିର, ତରିଆପଡା,ଅନନ୍ତ ରାମ ନନ୍ଦ ଛକ ,ଦୁର୍ଗା ମଣ୍ଡପ ଓ ଥନାପତିପଡା ରେ ନବରାତ୍ର
Read More...

ସମ୍ବଲପୁର ଠାରେ ସପ୍ତମ-ଅଷ୍ଟମ ଶତାବ୍ଦୀର ଭଗ୍ନାବଶେଷ ଠାବ

ସମ୍ବଲପୁର : "ଇନଟାକ'ର ଏକ ଦଳ ସେମାନଙ୍କ ସାନି ଅନ୍ୱେଷଣ ଦ୍ୱାରା ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ କିଛି ପ୍ରାଚୀନ ଭଗ୍ନାବଶେଷ ଠାବ କରିଛନ୍ତି । ଏହା ପୂର୍ବରୁ ୨୦୧୮ ରେ ଇନଟାକ ଦଳ ଏଠାରୁ ଏକ ବଡ ନଟରାଜ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ । ଆଜି ସକାଳେ
Read More...

ବିଶ୍ୱ ବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ

ବୌଦ୍ଧ,୨୩/୧୦(ହୀ.ପ୍ର) – ବୌଦ୍ଧଜିଲ୍ଲା ସର୍ବପୁରାତନ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ସୁପରିଚିତ । ଚଳିତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶେଷବର୍ଷ ସ୍ନାତକ ପରୀକ୍ଷା କୋଭିଡ -୧୯ ଗାଇଡଲାଇନ ଅନୁଯାୟୀ ସଂପନ୍ନ ହୋଇ ଫଳ ପ୍ରକାଶିତ ହୋଇଛି । ପ୍ରକାଶଯୋଗ୍ୟ
Read More...

ଆଜି ପୁଣି ୪୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ସରକାରୀ ପରିସଂଖ୍ୟାନ ଅନୁସାରେ ସମ୍ବଲପୁର ଜିଲ୍ଲାର ସ୍ଥିତି କ୍ରମଶଃ ଉନ୍ନତି ଆଡକୁ ଗତିକରୁଛି । କିନ୍ତୁ ଏହା କେତେଦୂର ବିଶ୍ୱାସଯୋଗ୍ୟ, ଏବିଷୟରେ ନିଶ୍ଚିତ ଭାବରେ କିଛି କହି ହେଉନାହିଁ । କରୋନା ସଂକ୍ରମଣ ଯୋଗୁଁ ଏଠାରେ ଦୈନିକ କେହି ନା କେହି ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି,
Read More...

ରାଜ୍ୟରେ ପୁଣି ୧୭୯୩ ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର ୨୩ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...