ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଗୁରୁତର

0 3,134

ବୌଦ୍ଧ/ବlଉଁଶୁଣି- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଶଗଡା – ଜମଟାଙ୍ଗୀ ରାସ୍ତାର ମନୁପାଲି ଗ୍ରାମ ପଂଚାୟତ କୁଆଘରା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶଗଡାରୁ ଗୋଟିଏ ନମ୍ବର୍ ବିହୀନ ଗ୍ଲେମୋର୍ ବାଇକ ଯୋଗେ ଜମଟାଙ୍ଗୀ ରାସ୍ତାରେ ଆସୁଥିବା ବେଳେ ବଉଦ ବ୍ଲକ୍ ଆମ୍ବଝରୀ ଗ୍ରାମର ମିଲନ ଲୁହା (25 ) ନାମକ ଜଣେ ଯୁବକ କୁଅଘରା ବନ୍ଧ ପାଖ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ବlଉଁଶୁଣି 108 ଆମ୍ବୁଲାନସ୍ କୁ ଫୋନ୍ କରିଥିଲେ | ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

twenty − 17 =