ବୌଦ୍ଧ – ପୁଣି 11 କରୋନା ପଜିଟିଭ ଚିନ୍ହଟ

0 1,480

ବୌଦ୍ଧ,୨୪/୧୦ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି 11 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ 11 ଜଣ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ, ହରଭଙ୍ଗା ବ୍ଲକ୍ ସାମ୍ପୋଚ ଗ୍ରାମ ପଂଚାୟତ ଡିମିରିଝୁଲି ଗ୍ରାମରୁ 1 ଜଣ, ଆଡେନିଗଡ ଗ୍ରାମ ପଂଚାୟତ ମାଧପୁର ଗ୍ରାମରୁ 1 ଜଣ, କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମରୁ 2 ଜଣ, ମହୁଲ ବାହାଲି ଗ୍ରାମରୁ 1 ଜଣ, ଗୋରା ପଥର ଗ୍ରାମରୁ 1 ଜଣ, ଦପଲା ଗ୍ରାମରୁ 1 ଜଣ, ସଦାନନ୍ଦ ପୁର୍ ଗ୍ରାମରୁ 1 ଜଣ, ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମରୁ 1 ଜଣ ବୋଲି ଜଣାପଡିଛି l

hiranchal ad1
Leave A Reply

Your email address will not be published.

twenty − four =