ଜହ୍ନାପଙ୍କ ବସଷ୍ଟାଣ୍ଡରେ ଦୁର୍ଗା ପୂଜା ଆରମ୍ଭ

0 127


ଜହ୍ନାପଙ୍କ,୨୪/୧୦;ବୌଦ୍ଧ ବ୍ଳକ ଜହ୍ନ।ପଙ୍କ ବସଷ୍ଟାଣ୍ଡ ରେ ମାରୁତି ଯୁବକ ସଂଘ ଓ ଜହ୍ନ।ପଙ୍କ ଗ୍ରାମବାସୀ ଙ୍କ ସହଯୋଗ ରେ ୨୯ ତମ ସାର୍ବଜନୀନ ଦୁର୍ଗା ପୂଜା ଶନିବାର ପୂର୍ବାହ୍ନରେ ଆରମ୍ଭ ହୋଇଛି।ସ୍ଥାନୀୟ ପୋଖରୀରୁ ଗଙ୍ଗ।ମାତାଙ୍କୁ ଆବାହନ କରି ଢୋଲ,ନିଷ।ଣ,ଶଙ୍ଖ,ମହୁରୀ,ଘଣ୍ଟ ବାଜା ରେ ସମସ୍ତ ସଭ୍ୟ ମାସ୍କ ଓ ସାମାଜିକ ଦୁରତ୍ୱକୁ ମାନି ଗ୍ରାମ ପରିକ୍ରମା କରି ୧୧ ଟା ରେ ପୁଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ।ଏଥିରେ କର୍ତାଭାବେ ସପତ୍ନୀକ ବର୍ଷଣ ପ୍ରଧାନ ଦାୟିତ୍ୱ ତୁଲାଇଥିବାବେଳେ ପୂଜକଭାବେ ନାରାୟଣ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ।ମାରୁତି ଯୁବକ ସଂଘ ର ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ଜଗଦୀଶ ବାରିକ,ସହ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜିତ ପ୍ରଧାନ, ଉପଦେଷ୍ଟା ଉପେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ବେହେରା, ସୁଧାଂଶୁ ଶେଖର ପ୍ରଧାନ, ଅନନ୍ତ ରଣା, ଦିଲ୍ଲୀପ ପ୍ରଧାନ, ରବି ପ୍ରଧାନ, କୀର୍ତ୍ତନ ରଣା,, ଗଜେନ୍ଦ୍ର ପ୍ରଧାନ, ଚତୁରୁ ପ୍ରଧାନ, ବିମଳ ପ୍ରଧାନ, ବିବ୍ରୁ ବାହନ ରଣା, ଗର୍ଗବ ପ୍ରଧାନ, ସତ୍ୟଜିତ ପ୍ରଧାନ, ଅଶୋକ ନାଏକ,ଭଗବାନ ପ୍ରଧାନ ପ୍ରମୁଖଙ୍କ ସହଯୋଗ ରେ ପୂଜ।ଛୋବ ହେଉଛି।୨୬ ରେ ପୂର୍ଣ୍ଣାହୁତି ହେବାକୁ ଥିବାବେଳେ ୨୭ ରେ ମାଙ୍କ ଭସାଣି ହେବ।

hiranchal ad1
Leave A Reply

Your email address will not be published.

12 − 7 =