୫୩ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ

0 176

hiring

ବୌଦ୍ଧ,୨୪/୧୦ – ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ଡିମିରିପାଲି ଷ୍ଟାର କ୍ଲବ୍ ଆନୁକୁଲ୍ୟରେ ଏବର୍ଷ 53ତମ ଶାରଦୀୟ ଦୁର୍ଗାପୂଜା ଆଜି ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ନବମୀ ପୂଜା ରେ ଚଣ୍ଡୀପାଠ ହୋଇଥିଲା ।କର୍ତ୍ତା-ପୂର୍ଣ୍ଣଚଦ୍ର ବାରିକ ଓପ୍ରଭାତି ବାରିକ ଥିବା ବେଳେ ପୂଜକ-କିରଣ ତ୍ରିପାଠୀ, ଅକ୍ଷୟ ମିଶ୍ର ଓ ସଞ୍ଜୟ ମିଶ୍ର ,କସ୍ତବ ମିଶ୍ର ପୂଜା କାର୍ଯ୍ୟ କରିଥିଲେ ।କରୋନା ପାଇଁ କଟକଣା ରହିଥିଲେ ମଧ୍ୟ କୋଭିଡ ଆଇନ ଅନୁଯାୟୀ ସମସ୍ତ ସ୍ଥାନର ଦୂର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି ।କୋଭିଡ ପାଇଁ ସବୁ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି ।ବିନା ଭକ୍ତ ରେ ପୂଜା କାର୍ଯ୍ୟ ଚାଲୁଛି । ଷ୍ଟାର କ୍ଲବ୍ ର ସଭାପତି-କନ୍ଦର୍ପ ସେଠୀ, ଉପସଭାପତି କାହ୍ନୁ ଚରଣ ତ୍ରିପାଠୀ ଓ ସମ୍ପାଦକ ଅଭିମନ୍ୟୁ ମେସୁଆ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − nine =