Monthly Archives

May 2021

ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି

ବୌଦ୍ଧ/ଜହ୍ନାପଙ୍କ,୧୨/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁଁ ଗ୍ରାମବାସୀ ନାହିଁ
Read More...

ଗଜପତିରେ ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୧୨/୫ - ଗଜପତି ଜିଲ୍ଲାରେ ଆଜି ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୫ ଜଣ, ଗୋଶାଣି ବ୍ଳକରେ ୭ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୫ ଜଣ, ମୋହନା ବ୍ଳକରୁ ୨୪ ଜଣ,ନୂଆଗଡ଼
Read More...

ସଫେଇ କର୍ମଚାରୀଙ୍କୁ ପିଏପିର ମାକ୍ସ ବଣ୍ଟନ

ବଲାଙ୍ଗୀର,୧୨/୫- ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ଜରୁରୀ । ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା । । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯେଉଁମାନେ ଆଗରେ ଠିଆ ହୋଇ ସମାଜର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି, ସେମାନେ
Read More...

ପ୍ରଦୀପ ଠାକୁରଙ୍କ ବିୟୋଗରେ ସିପିଆଇର ଶୋକ

ବୌଦ୍ଧ/ହରଭଙ୍ଗା୧୨/୫- ସିପିଆଇର ବରିଷ୍ଠ ନେତା ହରଭଙ୍ଗା ଶାଖା କମିଟି ସଦସ୍ୟ, ଚାରିଛକରେ ଜେଏମଏଫସି କୋର୍ଟ ସ୍ଥାପନ, ବୌଦ୍ଧରେ କୃଷିବିଶ୍ୱବିଦ୍ୟାଳୟ ମେଡିକାଲ କଲେଜ ସ୍ଥାପନ , ନଦୀସଂଯୋଗୀକରଣ ଆଳରେ ପ୍ରସ୍ତାବିତ ମଣିଭଦ୍ରାପ୍ରକଳ୍ପ ବିରୋଧି ଆନ୍ଦୋଳନ ପ୍ରଭୃତି ଅନେକ ଲଢେଇର ନାୟକ ସାଥି
Read More...

ଆକ୍ସନ ମୁଡ୍ରେ ଦାରିଙ୍ଗବାଡ଼ି ତହସିଲଦାର, କୋଭିଡ଼ ନିୟମ ଉଲ୍ଲଙ୍ଘନ ନେଇ ପୁଣି ୨ ଦୋକାନ ସିଲ୍ କଲେ

ଦାରିଙ୍ଗବାଡ଼ି,୧୨/୫: ପୁଣି କୋଭିଡ଼ ନିୟମ ଉଲଘଂନ କରି ସଟଡାଉନ ସମୟରେ ଦୋକାନ ଖୋଲିବା ପଡ଼ିଲା ମହଙ୍ଗା । ୨ ଅମାନିଆ ଦୋକାନୀଙ୍କ ଦୋକାନ ସିଲ କଲା ଦାରିଙ୍ଗବାଡ଼ି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର
Read More...

ବାଣିଗୋଛାରେ ବରିଷ୍ଠ ନାଗରିକ ନେଲେ କରୋନାର ଦ୍ୱିତୀୟ ଡୋଜ୍‌

ଦଶପଲ୍ଲା,୧୨/୫- ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେଣୁ ସରକାର ବରିଷ୍ଠ ନାଗରିକ ମାନଙ୍କୁ ୪୫ଦିନ ପୂର୍ବରୁ ପ୍ରଥମ ଟୀକା ଦେଇଥିଲେ , ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ନୟାଗଡ଼ ଜିଲ୍ଲା
Read More...

ଘରେ ଝାଳ ବୁହାଉଛନ୍ତି ପନ୍ତ, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ ତମ ସିଜନକୁ ସ୍ଥଗିତ ରଖାଯିବା କାରଣରୁ କ୍ରିକେଟରମାନେ କିଛି ସମୟ ଧରି ସେମାନଙ୍କ ଘରେ ରହୁଛନ୍ତି । ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ୱିକେଟ୍
Read More...

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଅଦ୍ୟାଶାଙ୍କ କୃତିତ୍ୱ

ଗଜପତି,୧୨/୫- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମଶ୍ରେଣୀ ଛାତ୍ରୀ ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ୍‌ରୋନୋମି ଏବଂ ଅଷ୍ଟ୍‌ରୋଫିଜିକ୍ସର ବିଭିନ୍ନ ପ୍ରଶ୍ନ ।ବଳିର ଉତ୍ତରଦେଇ ସଂପୂର୍ଣ୍ଣ ୨୫ ମାର୍କ ରୁ ୨୦ ମାର୍କ
Read More...

ବିଷ୍ଣୁପଦଙ୍କ କାନ୍ଧରେ ସୂଚନା ଓ ଲୋକସମ୍ପର୍କ

ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଆଇ ଏ ଏସ ଅଦଳବଦଳ ବେଳେ 1995ବ୍ୟାଚ ର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠିଙ୍କ କାନ୍ଧରେ ଗୁରୁତ୍ୱପୂର୍ଣ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଦେଇଛନ୍ତି । ଆଶା ଶ୍ରୀ ଏ ବିଭାଗରେ ଵିଜ୍ଞାପନ ନୀତିରେ ସୁଧାର ଆଣି କ୍ଷୁଦ୍ର ମଧ୍ୟମ ସମ୍ବାଦ ପତ୍ର ଗୁଡିକର ଦୟନୀୟ
Read More...

ସଞ୍ଜୟ ସିଂ ବିଏମସିର ନୂଆ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେ ଅଦଳ ବଦଳ କରିଛନ୍ତି ।ଏହି କ୍ରମରେ ସରକାର ବି ଏମ ସି କମିଶନର ଭାବରେ ପ୍ରେମ ଚୋଧୁରୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସଞ୍ଜୟ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ।ବି ଏମ ସି ଅଞ୍ଚଳରେ କରୋନା ଦାୟିତ୍ୱ ସମ୍ଭାଳି ବାରେ ଶ୍ରୀ ଚୌଧୁରୀ ବିଫଳ ହେବା ପରେ
Read More...