Monthly Archives

May 2021

ସରକାରଙ୍କ ଯୋଜନା କାହାପାଇଁ ! ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?

ବାଲିଗୁଡ଼ା,୪/୫: ବୈଶାଖ ମାସର ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ଅଞ୍ଚଳବାସୀ । ଏଭଳି ପରିସ୍ଥିତିରେ ଦୈନନ୍ଦିନ ବଜାର କରିବାକୁ ଆସୁଥିବା ଲୋକେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ଅସହ୍ୟ ଖରାରୁ ଟିକେ ମୁକ୍ତି
Read More...

ଗଜପତିରେ ପୁଣି ୧୨୧ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୬୮ ଜଣ, ଗୋଶାଣି ବ୍ଳକରେ ୨୪ ଜଣ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୫
Read More...

ପାଲଝାର କୃଷିଫାର୍ମ ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି

ବୌଦ୍ଧ,୪/୫- କୃଷିବିଭାଗ ପରିଚାଳିତ ପାଲଝାର କୃଷିଫାର୍ମର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କୀତ ଖବରମାନ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣରେ
Read More...

ବିସିସିଆଇର ବଡ ଘୋଷଣା,ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ : ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି ।ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ସୋମବାର କୋଲକାତା ନାଇଟ୍
Read More...

ଆଇପିଏଲରେ ଆୟୋଜନରେ କରୋନା କଣ୍ଟା, ଏହି ସହରରେ ଖେଳାଯାଇପାରେ ବାକି ସମସ୍ତ ମ୍ୟାଚ୍‌

ନୂଆଦିଲ୍ଲୀ : କରୋନା କାରଣରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟୁର୍ନାମେଣ୍ଟର ବାକି ଥିବା ମ୍ୟାଚଗୁଡିକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ।
Read More...

ହୃତ୍‌ପିଣ୍ଡକୁ ଫିଟ୍ ରଖେ ସ୍ୱିମିଙ୍ଗ୍‌

ଯଦି ଆପଣଙ୍କୁ ସ୍ୱିମିଙ୍ଗ ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ । କାରଣ ଏହା ହୃତ୍‌ପିଣ୍ଡ ଫିଟ୍ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍ । ନିକଟରେ ଆମେରିକାର ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦୟକୁ ସୁସ୍ଥ ରଖିବାକୁ ଏଭଳି ପ୍ରକାରର ବ୍ୟାୟାମ୍
Read More...

ରେକର୍ଡ : ଦିନକରେ ୧୫ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୮୨୧୬ ପଜିଟିଭ

ଭୁବନେଶ୍ୱର ୦୪ ।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ବୌଦ୍ଧ: ଜିଲ୍ଲାରେ ୯୮ ଆକ୍ରାନ୍ତ ଚିହ୍ନଟ, ଲାଣ୍ଡିବନ୍ଧ ଗ୍ରାମରୁ ସର୍ବାଧିକ ୨୦ ଜଣ

ବୌଦ୍ଧ,୪/୫ - ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଆଁ ନେଉନଥିବା ବେଳେ ଆଜି ପୁଣି ୯୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଜିଲ୍ଲାରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ରାଧାନଗର ଗ୍ରାମ
Read More...

ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି, ଭଗବାନ୍‌ ଭରସା!

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ବୌଦ୍ଧ,୪/୫- ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା କଲରାକୋଠା ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ମାଲବାହୀ ଟ୍ରକ ଜି.ଜେ. ୦୯ ଏ.ୟୁ ୩୨୩୭ ରାସ୍ତାରେ ଯାଉଥିବା ବେଳେ ପୁରୁଣା କଟକ ଥାନା
Read More...