Monthly Archives

June 2021

ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

ଦଶପଲ୍ଲା : ନୟାଗଡ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଏସଆଇଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣାରୁ ପ୍ରକାଶ ଯେ, ମଦ ଜବତ ହୋଇଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା
Read More...

କେନ୍ଦ୍ର ମନ୍ତ୍ରୀ ପରିଷଦରେ ସାମିଲ ପାଇଁ ଅପରାଜିତାଙ୍କ ଜୋରସୋର ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲ ଓ ଆଜି ସେ କେନ୍ଦ୍ର ସରକାରର ଓଜନିଆ ମନ୍ତ୍ରୀମାନଙ୍କୁ ସାକ୍ଷାତ କରିଛନ୍ତି । ଖୁବ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳର ଅଦଳବଦଳ ତଥା
Read More...

ବିଜୁ ମହିଳା ଜନତା ଦଳ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ବିଜେଡି କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ
Read More...

ଭିମସାରରେ ରକ୍ତ ଦଲାଲି ଅଭିଯୋଗ: ୩ ଗିରଫ

ସମ୍ବଲପୁର : ଶତଚେଷ୍ଟା ସତ୍ତେ୍ୱ ସ୍ଥାନୀୟ ବଡୁ ହସ୍ପିଟାଲ ଭିମସାର ସହିତ ସଂଲଗ୍ନ ବ୍ଲଡ଼ ବ୍ୟାଙ୍କରେ ଦଲାଲଙ୍କ ପ୍ରାଦୁର୍ଭାବ କମ ପଡୁନାହିଁ । ରୋଗୀର ଜୀବନ ରକ୍ଷା ପାଇଁ ତା'ର ପ୍ରିୟଜନଙ୍କ ଉତ୍କଣ୍ଠାକୁ ପାଣ୍ଠି କରି କିଛି ଖଳପ୍ରବୃତ୍ତିର ଲୋକେ ସେମାନଙ୍କୁ ଠକୁଥିବା ଅଭିଯୋଗ ମିଳିଥାଏ
Read More...

ଏଟିଏମ୍‌ ଭାଙ୍ଗି ଚୋରି କରୁଥିଲେ, ପହଞ୍ଚି ଗଲା ପେଟ୍ରୋଲିଂ ଟିମ୍‌

ସମ୍ବଲପୁର : ସ୍ଥାନୀୟ ଜାତୀୟ ରାଜପଥ କଡ ଅବସ୍ଥିତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରିର ଏକ ଉଦ୍ୟମ ବିଫଳ ହେଲା ପରେ ଖବର ପାଇ ପୁଲିସ ଏହି ମାମଲାର ତଦନ୍ତ କରୁଛି । ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଗାଁ ମୁଣ୍ଡ ଜାତୀୟ ରାଜପଥ କଡ଼ରେ ସ୍ଥିତ ଏହି ଏଟିଏମରେ ବିଳମ୍ବିତ ରାତିରେ ଜଣେ ଚୋର ପଶି
Read More...

ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ

ଗଜପତି,୨୬/୬- କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଙ୍ଗାଲୋର ସ୍ଥିତ ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା
Read More...

ଭର୍ଚୁଆଲ ମୋଡରେ କିସ୍‌ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଭାରତ ସରକାରଙ୍କ ଅନୁମୋଦନ କ୍ରମେ ୨୦୧୭ ଅଗଷ୍ଟରୁ କିସ୍‌ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବା ପରେ ଆଜି ତା’ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସିଏଜି ଗିରିଶ ମୁର୍ମୁ, କେନିଆର ସାଂସଦ ଓଡିଆ ପୁଅ ସ୍ୱରୂପ ରଂଜନ
Read More...

ଚାଲିବାର ଶୈଳୀ କହିଥାଏ ଆପଣଙ୍କ ସ୍ୱଭାବ, ଜାଣନ୍ତୁ କିପରି ?

ଯେପରି ମୁହଁ ଏବଂ ଶରୀରରେ ଥିବା କଳାଜାଇ କାହାର ସ୍ୱଭାବ ବିଷୟରେ କହିଥାଏ ଠିକ୍ ସେହିଭଳି, ଚାଲିବା ଶୈଳୀ ମଧ୍ୟ ସେହି ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । କେହି କେହି ଧିରେ ଚାଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଦ୍ରୁତ ଗତିରେ ଚାଲିବାକୁ ପସନ୍ଦ କରିଥାନ୍ତି । ସମୂଦ୍ରଶାସ୍ତ୍ର
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତଙ୍କ ମୃତ୍ୟୁ

ବାଉଁଶୁଣୀ ,୨୭/୬ : ବୌଦ୍ଧ ବ୍ଲକ୍ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଖମାର ଗ୍ରାମରେ ଜଣେ ବ୍ୟକ୍ତି ଗତକାଲି ଅପରାନ୍ହ ସମୟରେ ନିଜ ଘର ବିଦ୍ୟୁତ୍ ଲାଇନ୍ ସଜାଡ଼ିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖମାର ଗ୍ରାମର ସତ୍ୟ ନାରାୟଣ
Read More...

ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଏୟାରପୋର୍ଟ ପରିସରରେ ବିସ୍ଫୋରଣ । ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ବିଳମ୍ୱିତ
Read More...