Monthly Archives

June 2021

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଷଣ୍ଢର ଶବସତ୍କାର କଲେ ଯୁବ ସ୍ବେଚ୍ଛାସେବୀ

ହରଭଙ୍ଗା,୨୨/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବିରନସିଂହପୁର ପଂଚାୟତର ନୂଆପଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ଏକ ଷଣ୍ଢର ମୃତ୍ୟୁ ହୋଇଥିବାବେଳେ ରାସ୍ତାରେ ଦୀର୍ଘ ସମୟ ଧରି ପଡିରହିଥିଲା । ପରେ ଅଂଚଳର ଯୁବ ସମାଜସେବୀମାନେ ଷଣ୍ଢର ପାର୍ଥିବ ଶରୀରକୁ ଏକ ଜେସିବି ଦ୍ବାରା
Read More...

କଣ୍ଟାମାଳ କଲେଜ ପକ୍ଷରୁ ଭର୍ଚୁଆଲ ଯୋଗ ଶିବିର

କଣ୍ଟାମାଳ,୨୧/୬- କଣ୍ଟାମାଳ ପଞ୍ଚାୟତ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତମ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ଶିକ୍ଷାବିଭାଗ ଅଧ୍ୟାପକ ସନ୍ତୋଷକୁମାର ବିଶି ମୁଖ୍ୟଅତିଥ ôଭାବେ ଯୋଗଦେଇ ଯୋଗ
Read More...

ଚାଷୀଙ୍କୁ ମିଳିନି ୨୦୧୫ ମସିହା ବୀମା ଛାଡ ଟଙ୍କା : ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ

କଣ୍ଟାମାଳ,୨୧/୬- ଚାଷୀଙ୍କ ବୀମା ଛାଡ ଅର୍ଥ ରଶି ପ୍ରଦାନ ପାଇଁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି
Read More...

୩ ବର୍ଷହେଲା ଅସଂପୂର୍ଣ୍ଣ ଦେବଗଡ ଶବସତ୍କାର ଗୃହ, ପାଣିରେ ପଡିଲା ୨ଲକ୍ଷ ଟଙ୍କା

ହରଭଙ୍ଗା,୨୧/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମରେ ଶବସତ୍କାର ଗୃହ ନିର୍ମାଣ ପାଇଁଁ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫ୍ସି ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଆଜକୁ ନିର୍ମାଣ ଆରମ୍ଭ ହେବାର ତିନିବର୍ଷ ବିତିଯାଇଥିଲେହେଁ ଶବସକ୍ରାର ଗୃହଟି ସଂପୂର୍ଣ୍ଣ
Read More...

ଭାରସାମ୍ୟ ହରାଇ ଓଲଟିଲା ମାଲ୍‌ବାହୀ ଟ୍ରକ

ଦଶପଲ୍ଲା,୨୧/୬ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ ଟା ସମୟରେ ଏକ ଲୁହାପ୍ଲେଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ
Read More...

କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ
Read More...

ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ

ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ଘରେ ରହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧/୬ – ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣଅଟେ । ବିଶେଷ ଭାବରେ ସାଂପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବାଦରକାର ବୋଲି ସୋମବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟ୍ୱିଟ୍‌ ଯୋଗେ ଆହ୍ୱାନ
Read More...