Monthly Archives

June 2021

ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ,୬/୬- କୋରନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ଖୋଲା ରହୁଥିବାବେଳେ କେତେକ ଦୋକାନ
Read More...

ଆସନ୍ତାକାଲିଠୁ ନୟାଗଡ଼ରେ ୧୮ ରୁ ୪୪ ବୟସ୍କଙ୍କ ପାଇଁ କୋଭିଡ୍‌ ଟିକାକରଣ

ଦଶପଲ୍ଲା,୬/୬ : ନୟାଗଡ଼ ସହରରେ ବାସ କରୁଥିବା ୧୮ ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୭ ତାରିଖରେ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି । ନୟାଗଡ଼ ପୌାର ପରିଷଦ ମଧ୍ୟରେ ବାସ କରୁଥିବା ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍‌ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ
Read More...

ପାଟଣାଗଡ ବିଧାୟକଙ୍କ ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ,୬/୬: କରୋନା ସମୟରେ ପାଟଣାଗଡ ବିଧାୟକଙ୍କ ମହାନତା । ଏହି ସଙ୍କଟ ସମୟରେ ଲୋକ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । କରୋନା ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭିତରେ ଖାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହ ଶନିବାର
Read More...

ନିଷିଦ୍ଧାଞ୍ଚଳ ଦୁର୍ଗା ପ୍ରସାଦରେ କରୋନା କଟକଣାକୁ ଫୁ’

ଦଶପଲ୍ଲା,୬/୬ :- ନୟାଗଡ ଜିଲ୍ଲାର ଗ୍ରାମାଳରେ କରୋନା, ତାର ଉପସ୍ଥିତି ଜାହିର୍‌ ରଖିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ତା ୧/୬/୨୦୨୧ରିଖ ଦିନ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ ଦଶପଲ୍ଲା
Read More...

ମାନସିକ ଚାପରୁ ମୁକ୍ତି ଚାହୁଁଛନ୍ତି କି?

ଦୈନନ୍ଦିନର ବ୍ୟସ୍ତ ବହୁଳ ଜୀବନଶୈଳୀ, କାମ ଚାପ, ପାରିବାରିକ ଚିନ୍ତା ଏହିଭଳି ଆହୁରି କିଛି ସମସ୍ୟାକୁ ନେଇ ମଣିଷ ଚାପଗ୍ରସ୍ତ ହୋଇଥାଏ। ସବୁବେଳେ ଏପରି ଚାପଗ୍ରସ୍ତ ତଥା ଚିନ୍ତିତ ରହିଲେ ଏହାର ପ୍ରଭାବ ଧିରେଧିରେ ଶରୀର ଉପରେ ପଡ଼େ। ଏପରିକି ମଣିଷ ମାନସିକ ବିଷାଦଗ୍ରସ୍ତ(ଡିପ୍ରେସନ୍‍)ର ଶିକାର
Read More...

ସୀମାରେ ୯୦ ପ୍ରତିଶତ ଯବାନ ବଦଳାଇଲା ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ୯୦ ପ୍ରତିଶତ ଯବାନଙ୍କୁ ବଦଳାଇ ଦେଇଥିବା ଜଣାଯାଇଛି । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଚୀନ ଯବାନମାନଙ୍କୁ ବଦଳାଇ ଦେଇଛି । ଯେଉଁ ଯବାନ ଅତ୍ୟଧିକ ଥଣ୍ଡାରେ ଅତିଷ୍ଠ ସେମାନଙ୍କୁ ଚୀନ ବଦଳାଇ ଦେଇଛି । ଗତ ବର୍ଷ ଏପ୍ରିଲ- ମେରୁ ଚୀନ ୫୦ ହଜାର ଯବାନଙ୍କୁ
Read More...

ଟିକାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ଭୁବନେଶ୍ୱର : କରୋନା ଟିକାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଟିକା ସଂପର୍କରେ ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଟାର୍ଗେଟ କରି ଅମରଙ୍କୁ
Read More...

ସରକାରୀ ନିଯୁକ୍ତିରେ ବୟସ ସୀମା, ବିଧାୟକ ଉଠାଇଲେ ପ୍ରଶ୍ନ

ବଲାଙ୍ଗିର : ଜୀବିକା ନେଇ କରୋନା ସମୟରେ ଚର୍ଚ୍ଚା, ଆଲୋଚନା ଚାଲିଛି । ରାଜ୍ୟରେ ବୃହତ ଶିଳ୍ପ ନାହିଁ କହିଲେ ଚଳେ । ଏଣୁ ସରକାରୀ ଓ ଘରୋଇ ନିଯୁକ୍ତି ସୁଯୋଗ ସଂଙ୍କୁଚିତ । ଆତ୍ମ ନିଯୁକ୍ତି ଅବକାଶ ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଏଭଲି ସ୍ଥିତିରେ, ବେକାରୀ ସଂଖ୍ୟା ଦିନକୁ ଦିନ ବଢୁଛି । କାମ
Read More...

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ବୌଦ୍ଧ : ବୌଦ୍ଧ-କିଆକଟା ମହାନଦୀ ବ୍ରିଜ ଉପରେ ଆଜି ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଯୁବକଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧରୁ ବୁର୍ଲା ଡାକ୍ତରଖାନାକୁ
Read More...