Monthly Archives

July 2021

୭୨ ତମ ବନ ମହୋତ୍ସବ ପାଳିତ

ବ୍ରହ୍ମପୁର,୨୦/୭: ଆଜି କୁକୁଡାଖଣ୍ଡି ବ୍ଲକ , କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କୁକୁଡାଖଣ୍ଡି ଉପ ନିବନ୍ଧକ ତଥା ଛତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ କବିରାଜ ଆର୍ଯ୍ୟଙ୍କ ତତ୍ତ୍ୱାବଧାନରେ ରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ
Read More...

ଜଳ ଓ ପରିମଳ ବିଭାଗ ଦ୍ୱାରା ରାଇକିଆ ଠାରେ କଠିନ ବର୍ଜ୍ୟ ବସ୍ତୁ କେନ୍ଦ୍ର ଗୃହ ନିମନ୍ତେ ଭୂମିପୂଜା

ଜି.ଉଦୟଗିରି,୨୦/୭: ରାଇକିଆ ଠାରେ ମଙ୍ଗଳବାରଦିନ ଏକ ଜୈବ ଖତ ଉତ୍ପାଦନ କେନ୍ଦ୍ର ସକାଶେ ରାଇକିଆ ବିଡ଼ିଓ ପ୍ରବିନ କୁମାର ବାଣୁଆ ଭୂମିପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇକିଆ ତହସିଲଦାର ହରିହର ଭୋଇ, ବ୍ଳକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ସମିତି ସଭ୍ୟା ମିନି ନାୟକ, ସରପଞ୍ଚ
Read More...

ଅହେତୁକ ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବ୍ଲକ ତରଫରୁ ଦାବୀପତ୍ର

ଫୁଲବାଣୀ,୨୦/୭- କରୋନା ମହାମାରୀ ସମୟରେ ସର୍ବ ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଏନେଇ ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ତରଫରୁ
Read More...

ଟିଟିଲାଗଡ଼ ବିଜେଡି ତରଫରୁ ଚାଷୀ ବକେୟା ଟଙ୍କା ଓ ଏଫସିଆଇ ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଗଣଧାରଣା

ଟିଟିଲାଗଡ,୨୦/୭଼ - କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ତଥା ଓଡ଼ିଶାଚାଷୀଙ୍କ ବକେୟା ପଇସା ପୈଠ କରିବାକୁ ଦାବି କରିବା ସହ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଆଜି ସ୍ଥାନୀୟ ଏଫସିଆଇ କାର୍ଯ୍ୟ ।ଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବିଜେଡିର ବରିଷ୍ଠନେତା ପ୍ରମୋଦ ପ୍ରଧାନଙ୍କ
Read More...

ବୌଦ୍ଧଜିଲ୍ଲା ଷ୍ଟାଡିୟମରେ ହେବ କ୍ରିକେଟ ଏକାଡେମୀ

ବୌଦ୍ଧ,୨୦/୭- ଓଡିଶା କ୍ରିକେଟ ଆସୋସିଏସନ ସହାୟତାରେ ବୌଦ୍ଧଜିଲ୍ଲା ଷ୍ଟାଡିୟମରେ କ୍ରିକେଟ ଏକାଡେମୀ ତିଆରିହେବ । ଗତକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଏହାର ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧଜିଲ୍ଲା ଅନ୍ତର୍ଭୁକ୍ତ ହେବ ବୋଲି ଜଣାପଡିଛି । ଷ୍ଟାଡିୟମରେ
Read More...

ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

ବୌଦ୍ଧ/ଜହ୍ନାପଙ୍କ,୨୦/୭- ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ ୫ ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ ଜଣାପଡିଛି । ସୂଚନାଯୋଗ୍ୟ ଯେ ବୌଦ୍ଧବ୍ଲକ ଖୁଂଟବନ୍ଧ ପଂଚାୟତର ଜାତୀୟ ରାଜପଥ ନଂ୫୭ ରୁ ମଧୁପୁର ଗ୍ରାମ୍ୟ
Read More...

ବୌଦ୍ଧରେ ବିନା ଭକ୍ତରେ ବାହୁଡାଯାତ୍ରା ସଂପନ୍ନ

ବୌଦ୍ଧ,୨୦/୭ - ଆଜି ବୌଦ୍ଧସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିନା ରଥ ଓ ଭକ୍ତରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜର ସୀମିତ ସଂଖ୍ୟାରେ ସେବାୟତ ଓ ପ୍ରଶାସନ ଏହି ଯାତ୍ରାରେ ସାମିଲ ହୋଇଥିଲେ । କୋଭିଡ
Read More...

୨ୟ ଦିନିକିଆ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨ୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ସନକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ
Read More...

୭ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି:    ମାଲକାନଗିରି-ଛତିଶଗଡ ସୀମାନ୍ତ  ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ
Read More...

ଅଶ୍ଳିଳ ଫିଲ୍ମ ନିର୍ମାଣ କରୁଥିଲେ, କେମିତି ଧରାପଡିଗଲେ ରାଜ କୁଦ୍ରା ଜାଣନ୍ତୁ

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଘୃଣିତ କାର୍ଯ୍ୟ କରି ଗିରଫ ହୋଇଛନ୍ତି । ତେବେ ସେ କେମିତି ଧରାପଡ଼ିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶାର୍ଲିନ ଚୋପ୍ରାକୁ ଜେରା କରିବା ବେଳେ ସେ ହିଁ ରାଜ କୁନ୍ଦ୍ରାଙ୍କ ନାଁ
Read More...