Monthly Archives

September 2021

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସୁବର୍ଣ୍ଣପୁରରେ ସେବା ସପ୍ତାହ ଦିବସ ପାଳିତ, ୪୨ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର,୧୭/୯- ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଜୀ ଙ୍କ ୭୧ତମ ଜନ୍ମ ଦିବସ ଅବସରରେ ସାରା ଭାରତ ବର୍ଷ ରେ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆଜି ସୁବର୍ଣ୍ଣପୁରଠାରେ ୪୨ ରୁ ଉର୍ଦ୍ଧ୍ୱ ବିଜେପି ନେତା ଓ
Read More...

ପ୍ରତିଶୃତି ପାଇ ଆମରଣ ଅନଶନରୁ ଓହରିଲେ ଜନପ୍ରତିନିଧି

ଦାରିଙ୍ଗବାଡି,୧୭/୯ : ଦାରିଙ୍ଗବାଡି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରିଥିବା ଅଭିଯୋଗରେ ବ୍ଳକର ବ୍ଳକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଏବଂ
Read More...

ମହାନଦୀରେ ଭାସୁଥିବା ଯୁବକଙ୍କୁ ଉଦ୍ଧାରକଲା ସୁବର୍ଣ୍ଣପୁର ଅଗ୍ନିଶମ ବିଭାଗ

ସୋନପୁର,୧୭/୯- ଭରା ନଇରେ ଭାସୁଥିବା ଏକ ଯୁବକଙ୍କୁ ଆଜି ପବ୍ଲିକରୁ ସୂଚନାପାଇ ସୋନପୁର ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ଚାରି ଘଣ୍ଟା ର ଅପରେସନ ପରେ ଉଦ୍ଧାରକରି ମେଡିକାଲକୁ ଚିକିତ୍ସା ପାଇଁ ପହଞ୍ଚାଇ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିବାଜଣାପଡିଛି । ଖବରପାଇ ସୋନପୁର ଦମକଳବାହିନୀ
Read More...

ଦାରିଙ୍ଗବାଡିରେ ବିଶ୍ୱକର୍ମା ପୂଜନ

ଦାରିଙ୍ଗବାଡି,୧୭/୯: ଆଜି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ଶିଳ୍ପ ନଗରୀରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୧ ତମ ଜନ୍ମ ଦିବସକୁ ବୌଦ୍ଧଜିଲ୍ଲା ବିଜେପି ତରଫରୁ ନିଆରା ଢଙ୍ଗରେ ପାଳିତ

ବୌଦ୍ଧ,୧୭/୯- ଜିଲ୍ଲାର ସମସ୍ତ ବୁଥ, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ଜିଲ୍ଲା କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମ ଦିବସ ନିଆରା ଢଙ୍ଗରେ ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ବିଭିନ୍ନ ଦେବା ଦେବୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିବା ସଙ୍ଗେ ସଙ୍ଗେ
Read More...

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିର ଶବ

ବୌଦ୍ଧ/ଜହ୍ନ ।ପଙ୍କ,୧୭/୦୯- ବୌଦ୍ଧ ଥାନା ଜହ୍ନ ।ପଙ୍କ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପ୍ରସ ।ଦ ପଂଚାୟତର ଜଗତି ମହାନଦୀ କୂଳରେ ଆଜି ଅପରାହ୍ନ ୫ ଟା ବେଳେ ଏକ ଶବ ଲାଗିଥିବା ଜଣାପଡିଛି । ତେବେ ଶବଟିର ପରିଚୟ ମିଳିନଥିବାବେଳେ ଏହା ଏକ ପୁରୁଷର ବୋଲି ଜଣାପଡିଛି । ଶବର ପିଠି ଓ ମୁଣ୍ଡରେ ଏକ ଧାରୁଆ
Read More...

ବାର୍ଥ ଡେ ସ୍ପେଶାଲ : ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ ମୋଦି, କିନ୍ତୁ ଏହି ଗୁରୁଙ୍କ…

ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ତାଙ୍କୁ ୭୧ ବର୍ଷ ହୋଇଗଲା । ତାଙ୍କର ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହୋଇଥିଲା । ମୋଦିଙ୍କ ରେଳୱେ ଷ୍ଟେସନରେ ଚା ବିକିବାଠୁ ଆରମ୍ଭ କରି ଦେଶର ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ହେବା ଅନ୍ୟମାନଙ୍କ ପାଇଁ ଏକ
Read More...

ପ୍ରତିବର୍ଷ ବିଶ୍ୱରେ କରୁଛନ୍ତି ଆତ୍ମହତ୍ୟା ୭ ଲକ୍ଷରୁ ଅଧିକ ଲୋକ,ଜାଣନ୍ତୁ କଣ ହୋଇପାରେ କାରଣ

ଏକ ସର୍ଭେରୁ ଜଣାଯାଇଛିକି ୧୫ ରୁ ୧୯ ବର୍ଷ ମଧ୍ୟରେ ଯୁବକଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା । ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଥିବା ନେଇ ରେକର୍ଡ ହୋଇଛି । ଯାହା ମଧ୍ୟରୁ ୭୭ ପ୍ରତିଶତ ହେଉଛନ୍ତି ନିମ୍ନ ତଥା ମାଧ୍ୟମ ଆୟକାରୀ ବ୍ୟକ୍ତି । ବିଶ୍ୱ
Read More...

ସିମନବାଡ଼ି କୁମ୍ଭାରମୁଣ୍ଡା ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡ଼ି : ସରକାର ଗ୍ରାମ୍ୟ ରାସ୍ତାର ସୁଦୃଢିକରଣ, ମରାମତି ଓ ପ୍ରଶସ୍ତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରୁଥିବାରୁ ରାସ୍ତାମାନଙ୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଦାରିଙ୍ଗବାଡି ବ୍ଲକ
Read More...

ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀ ବିଗ୍ରହଙ୍କ ମହାସ୍ନାନ କରାଯାଇଥିଲା । ଠାକୁରଙ୍କଠାରେ ନୂଆଲୁଗା ଲାଗି ହୋଇ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି
Read More...