Monthly Archives

September 2021

ବଢୁଛି ହୀରାକୁଦର ଜଳସ୍ତର, ୨୮ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ

ଭୁବନେଶ୍ୱର: ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି
Read More...

୧୮ରୁ ପୁଣି ବର୍ଷା, ଏହି ସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର:  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  କେନ୍ଦ୍ରୀଭୂତ ହେବ ।  ତେବେ
Read More...

ମୂର୍ତ୍ତି ବିବାଦ: ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର
Read More...

ପୁଅର ପିତାଙ୍କ ନାମ ପ୍ରକାଶ କଲେ ନୁସରତ, ଜାଣନ୍ତୁ ସେ କିଏ ?

କୋଲକାତା : ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ସାଂସତ ତଥା ଅଭିନତ୍ରୀ ନୁସରତ ଜାହାନଙ୍କ ପୁଅର ପିତାଙ୍କ ନାମ ପ୍ରକାଶ ପାଇଛି । ତାଙ୍କର ସାଥୀ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ପିତା ଭାବରେ ଲେଖାଯାଇଥିଲା । ବିଶେଷ କଥା ହେଉଛି ଏହା
Read More...

ନଦୀ ସୁଅରେ ଭାସିଗଲେ ମହିଳା

ଉଦଳା : ଲଗାଣ ବର୍ଷା କାରଣରୁ ନଦୀ ଫୁଲୁଛି । ନଦୀରେ ଭାସିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ନାଲୁହା ନଦୀରେ ଭାସିଯାଇଛନ୍ତି ମହିଳା । ନିଖୋଜ ମହିଳାଙ୍କୁ ନାମ ସାବିତ୍ରୀ ବିଶ୍ୱାଳ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Read More...

ହୀରାକୁଦର ଆଉ ୪ ଗେଟ୍‌ ଖୋଲିବ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୪ଟି ଗେଟ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।
Read More...

ନାଳରେ ଭାସି ବୃଦ୍ଧ ନିଖୋଜ

ଖଣ୍ଡପଡା : ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା
Read More...

ଇଂଜିନିୟରିଂ ଦିବସ ପାଳନ

ଗୁମ୍ମା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାଗୃହରେ ଆଜି ଓଡିଶା ଡିପ୍ଲୋମା ଇଂଜିନିୟରିଂ ସେବା ସଂଘ ଗଜପତି ଶାଖା ଏବଂ ରାମକୋ ସିମେଣ୍ଟ ସହଯୋଗରେ ଇଂଜିନିୟରିଂ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବିଡ଼ିଓ ନଟବର ଗରଡ଼ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଇଂଜିନିୟରିଂ ସଙ୍ଘର
Read More...

ପୂର୍ଣ୍ଣଗର୍ଭା ମହାନଦୀ ଯୋଗୁଁ ସମ୍ବଲପୁରରେ ସ୍ଥିତି ଟଳମଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଏକସଙ୍ଗେ ୨୪ଟି ଗେଟ ଖୋଲି ପ୍ରାୟ ୪ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡରୁ ଅଧିକ ବନ୍ୟାଜଳ ନିଷ୍କାସନ ଯୋଗୁଁ ସମ୍ବଲପୁର ଠାରେ ମହାନଦୀ ପୂର୍ଣ୍ଣଗର୍ଭା ହୋଇ ନିଜ ବିକରାଳ ରୂପ ଦେଖାଉଛି । ଏହା ଫଳରେ ମହାନଦୀ ଉପରେ ଆଶ୍ରିତ ଲୋକେ ଅତି ଅସୁରକ୍ଷିତ ଅବସ୍ଥାରେ ସତର୍କତା
Read More...

କାରଖାନାରେ ବଡଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ମାୟାପୁରୀ ଅଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । ମାୟାପୁରୀର ଫେଜ-୨ରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ୧୨ ଟି ଗାଡି, ଦିଲ୍ଲୀ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ
Read More...