Monthly Archives

September 2021

ଆଇସିସି ଟି-୨୦ ମାନ୍ୟତା ଘୋଷଣା, ଏହି ନମ୍ବରରେ ପହଞ୍ଚିଲେ ବିରାଟ

ଦୁବାଇ : ଟି -୨୦ ମାନ୍ୟତା ଘୋଷଣା କରିଛି ଆଇସିସି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ କ୍ୱିଣ୍ଟନ୍‌ ଡି କକ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଆଧାରରେ ସେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । ଡି କକ୍‌ ୪ଟି ସ୍ଥାନ
Read More...

ଖୁସି ଖବର, ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍‌ ଦେଖିପାରିବେ ଦର୍ଶକ

ଦୁବାଇ : ଆଇପିଏଲ୍‌ ୨୦୨୧ ର ଦ୍ୱିତୀୟ ପର୍ଯ୍ୟା ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ କ୍ରିକେଟ୍‌ ପ୍ରଶଂସକମାନେ ଷ୍ଟାଡିୟମକୁ ଯାଇ ମ୍ୟାଚ୍‌ ଉପଭୋଗ କରିପାରିବେ । ଏ ବିଷୟରେ
Read More...

ନଦୀରେ ଭାସିଗଲେ ବାପ-ପୁଅ

ଯାଜପୁର: ଯାଜପୁର ବରୀ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଘଟଛି । ନଦୀବଢ଼ିରେ ଭାସି ଯାଉଥିବା ଗାଇକୁ ବଞ୍ଚାଇବାକୁ ଯାଇ ବାପ-ପୁଅ ଦୁହେଁ ଭାସି ଯାଇଥିବା ଜଣାପଡ଼ିଛି ।ବରୀ ବ୍ଲକ୍‌ ଗଙ୍ଗାଧରପୁରରେ ଏଭଳି ଘଟଣା ଘଟିଛି । ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା । ଏହି
Read More...

ବନ୍ୟା ପାଣିରେ ଭାସିଗଲା କାର୍‌

ଆଠଗଡ଼ : ବନ୍ୟାରେ ଭାସିଗଲା କାର୍‌ । କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଖବର ଅନୁଯାୟୀ, ବନ୍ୟା ସିନା
Read More...

ଭାରତ ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୨୭ରେ ଭାରତ ବନ୍ଦ ନେଇ କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ହୋଇଛି । ଏଥିରେ ବିଭିନ୍ନ ବାମପନ୍ଥୀ ଦଳ ସାମିଲ ହୋଇଥିଲେ । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ୨୭ରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ
Read More...

ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର,
Read More...

ସଜେଇ ହେଉଛି ସିମନବାଡ଼ି ସ୍ମାର୍ଟ ସ୍କୁଲ

ଦାରିଙ୍ଗବାଡ଼ି:ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ଼ ବିଦ୍ୟାଳୟକୁ ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରିଛନ୍ତି । ଏହାପରେ ଏହି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । କ୍ଲାସ ରୁମ୍‌ ଗୁଡିକ ସ୍ମାର୍ଟ ହୋଇଥିବା ସହ କ୍ଲାସ ରୁମ୍‌ରେ ଏଲଇଡ଼ି ଟିଭି,ନୂତନ
Read More...

ହୀରାକୁଦରୁ ଜଳ ନିଷ୍କାସନ ବୃଦ୍ଧି ଯୋଗୁଁ ମହାନଦୀରେ ବନ୍ୟାର ପରିଦୃଶ୍ୟ

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସେଠାରୁ ଆସୁଥିବା ବନ୍ୟାଜଳର ପରିମାଣ ବଢିଯାଇଛି । ଏଣୁ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଜଳନିଷ୍କାସନ ମଧ୍ୟ ବୃଦ୍ଧି କରାଯାଇଛି । ଏହା ଫଳରେ ମହାନଦୀରେ ବନ୍ୟାର ପରିଦୃଶ୍ୟ ଦେଖିବାକୁ ମିଳିଛି । ଏ ବିଷୟରେ ହୀରାକୁଦ
Read More...

ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୁପା ଦର

ସାମାନ୍ଯ କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୧୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୦,୩୨୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା
Read More...

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା

ଭୁବନେଶ୍ୱର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲିବ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି
Read More...