Monthly Archives

October 2021

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ସାପ କାମୁଡାରେ ମୃତ୍ୟୁ ସନ୍ଦେହ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସାରୁମାହା ସ୍ଥିତ ବିଲ ମାଳରେ ବୃଦ୍ଧାଙ୍କର ମୃତଦେହ ମିଳିଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜୁଡାବାଡ଼ି ଗ୍ରାମର କୁମୁଟି ନାୟକ (୬୦) । ଗତ ଦୁଇ ଦିନ ତଳେ କୁମୁଟି ନାୟକଙ୍କୁ ଏକ ଡାଳ ସାପ
Read More...

କରୋନା ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୩୨୮୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ
Read More...

ବାଘ ଆକ୍ରମଣରେ ଚାଲିଗଲା ୬ ବର୍ଷର ନାବାଳକର ଜୀବନ

ଉମରକୋଟ : ବାଘ ଆକ୍ରମଣରେ ଜଣେ ୬ବର୍ଷର ବାଳକର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବ୍ଲକ୍ ରାଇଘର ତୁରୁଡିହି ଗାଁର । ମୃତ ବାଳକର ନାଁ ଅମିତ୍ ମର୍କାମ ହୋଇଥିବା ବେଳେ ତାଙ୍କ ବୟସ ସାଢ଼େ ୬ ବର୍ଷ ହୋଇଥିବା ଜଣାପଡ଼ୁଛି । ନିଜ ଜୀବନ ସହ ବହୁ ସଂଗ୍ରାମ କରିବା ପରେ ମଧ୍ୟ
Read More...

ମନୀଷ ଅନୁରାଗଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ
Read More...

ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

ଜହ୍ନ।ପଙ୍କ : ବୌଦ୍ଧ ଜିଲ୍ଲା କରଡି ବାବା ଚମ୍ପେଶ୍ୱର ଶୈବ ପୀଠରେ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଏକ ବୈଠକ ବିଶିଷ୍ଟ ପାଲା ଗାୟକ ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦେଢ଼ ବର୍ଷ ହେଲା କରୋନା କଟକଣା ଯୋଗୁଁ ମଞ୍ଚ କଳାକାର,ନାଟକ ପରିବେଷଣ
Read More...

ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଯୁବା ମଞ୍ଚର ଆବାହକ ଶ୍ରୀ ବନମାଳୀ ନାୟକଙ୍କ ଆହ୍ଵାନ କ୍ରମେ ଯୁବା ମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା
Read More...

ଆଜି ମନେ ପଡନ୍ତି ଖୋକାଭାଇ

ହିରାଞ୍ଚଳ ଲାଇଭ : କିଛି ଲୁହ ପୋଛା ହୁଏ ପଣତ କାନୀରେ, କିଛି ଲୁହ ପିଇଯାଏ ଓଠ। ଏ ଗୀତ ଆପଣ ନିଶ୍ଚୟ ଶୁଣିଥିବେ। ଶୁଣିଥିବେ ନିଶିବି ଜନେ ଭାବେ ମନେ, ଉଡି ଉଡି ଉଡି ଯା ରେ ଗୁଡି, ସ୍ମୁତି ତୁମେ ଶ୍ରାବଣ ରାତି, ପୂର୍ଣ୍ଣ୍ୟର ନଦୀ ତୀରେ ଭଳି ଅନେକ ଗୀତ। ଏ ସମସ୍ତ କାଳଜୟୀ ଗୀତ ମାଧ୍ୟମରେ ନିଜର
Read More...

ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧

ପାରଳାଖେମୁଣ୍ଡି : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର
Read More...

ଗଜପତି ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ କନ୍ୟା ସନ୍ତାନ ସଚେତନତା କର୍ମଶାଳା ଏବଂ ଆଲୋଚନା ଚକ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ
Read More...