Monthly Archives

October 2021

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ରାଜ୍ୟ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ୱର,୮/୧୦- ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍‌ ଭୋଗୀ ଉପକାର
Read More...

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର :ରାଜ୍ୟରେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ, କନ୍ଧମାଳ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୧୮ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ସେବା ଏବଂ ସମର୍ପଣ ଅଭିଯାନ ଉଦଯାପିତ

ବୌଦ୍ଧ,୭.୧୦- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ସମସ୍ତ ମଣ୍ଡଳ ଶକ୍ତିକେନ୍ଦ୍ର ଓ ବୁଥ ମାନଙ୍କରେ " ସେବା ଏବଂ ସମର୍ପଣ ଅଭିଯାନ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭହୋଇ ଆଜି ଉଦଯାପିତ ହୋଇଯାଇଛି । ସମୁଦାୟ ୨୧ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଶେଷ ଦିବସରେ ରାଜ୍ୟ ବିଜେପି
Read More...

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ମିନି ମାରାଥନ

ବୌଦ୍ଧ,୭/୧୦- ଆଜି ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରିଜଛକ ଠାରୁ ଏହି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବନ୍ୟଜନ୍ତୁ ଅସୁରକ୍ଷିତ ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାସହ ପରିସଂସ୍ଥା ଉପରେ ପ୍ରଭାବ
Read More...

ବୌଦ୍ଧ: ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ,୭/୧୦- ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଗତ ଶନିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଦୀର୍ଘ ପାଞ୍ଚ ଦିନ ପରେ ଆଜି ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗତ ଶନିବାର ୨ତାରିଖ ସନ୍ଧ୍ୟାରେ ଏକ ବାଇକ ଓ କାର ମଧ୍ୟରେ ହୋଇଥିବା ଧକ୍କାରେ ବାଇକ
Read More...

ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଓ ବିଭିନ୍ନ…

ପୁରୀ,୭/୧୦- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ପଶ୍ଚିମବଙ୍ଗ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର

ଗଜପତି,୭/୧୦- ଗଜପତି ଜିଲ୍ଲାର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରର ୨୩ତମ ଶିଶୁକୁ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ପୋଷ୍ୟ ସନ୍ତାନ ଭାବେ ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକଡାଉନ ଓ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ
Read More...

ମେଡିସିନ ପାଇଁ ନୋବେଲ ପୁରସ୍କାର 2021 ଘୋଷଣା

ନୁଆଦିଲ୍ଲୀ : ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ଦୁଇ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ବେଞ୍ଜାମିନ୍‌ ଲିଷ୍ଟ୍‍ ଓ ଡେଭିଡ୍‌ ମ୍ୟାକ୍‌ମିଲନ୍‌ଙ୍କୁ ନୋବେଲ୍‌ ପୁରସ୍କାର । ଆସିମେଟ୍ରିକ୍‌ ଅର୍‌ଗାନୋକାଟାଲିସିସ୍‌ ବିକଶିତ ପାଇଁ ମିଳିବ ନୋବେଲ । ପୂର୍ବରୁ ମେଡିସିନରେ
Read More...

ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ

ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ୱଷା ଅଭିଯାନ । କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି
Read More...