Monthly Archives

October 2021

ବନ୍ୟପ୍ରାଣୀ ସପ୍ତାହ ଅବସରରେ ବାଲିଗୁଡ଼ା ବନଖଣ୍ଡରେ “ମୋ ଜଙ୍ଗଲ କଥା’ କାର୍ଯ୍ୟକ୍ରମ

ବାଲିଗୁଡ଼ା,୭/୧୦:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ବାଲିଗୁଡା ଉପଖଣ୍ଡର ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋ ଜଙ୍ଗଲ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟାଳୟ…
Read More...

ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ନବରାତ୍ର ଦୁର୍ଗା ପୂଜା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ସଦର ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱାର୍ଥ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ନବରାତ୍ର ଦୁର୍ଗା ପୂଜା ଓ ରାମାୟଣ ପାରାୟଣ ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଗାଁ ପୋଖରୀରେ ଗଙ୍ଗା ମାତାଙ୍କୁ…
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାଙ୍କ ଉପରେ ଗ୍ରାମର କେତେକ ଜଣ ଅଭିଯୁକ୍ତ ଆକ୍ରୋଶମୂଳକ ମନଭାବ ନେଇ ଗାଁ ଦାଣ୍ଡରେ ବାଡ଼ି ଠେଙ୍ଗାରେ ଆକ୍ରମଣ କରିଥିଲେ । ଏନେଇ ଖପ୍ରାଖୋଲ କେଶ୍‌ ନଂ ୧୪୯/୨୧ , ଦଫା…
Read More...

କିପର ନବରାତ୍ରି ବ୍ରତ ପାଳନ କରୁଛନ୍ତି ପ୍ରିୟଙ୍କା; ଦେଖନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏକ ଖବର ଆସିଛି ସାମ୍ନାକୁ । ଦଳ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଏଥର ନବରାତ୍ରି ବ୍ରତ କରୁଛନ୍ତି ପାଳନ । ତେବେ ଏ ସମ୍ବନ୍ଧରେ ପ୍ରିୟଙ୍କାଙ୍କ ତରଫରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରାପ୍ତ ସୂଚନାରୁ…
Read More...

ଶେଷ ହେଉଛି ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି; କୋର୍ଟରେ ଆଜି ଜାମିନ୍‌ ଆବେଦନ ଶୁଣାଣି

ମୁମ୍ବାଇ: ମୁମ୍ବାଇର ଏକ କ୍ରୁଜରେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି । ତେବେ ଆଜି ତାଙ୍କର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି । ଯାହା ଫଳରେ ଆଜି ମୁମ୍ବାଇର ଏକ କୋର୍ଟରେ ଆର୍ଯ୍ୟନ ଖାନଙ୍କୁ ହାଜର କରାଯିବ। ଏନେଇ…
Read More...

ଦାରିଙ୍ଗବାଡିରେ ଆରକେଡି କଂଷ୍ଟ୍ରକସନ ମାଲିକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ

ଦାରିଙ୍ଗବାଡି:ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଆର.କେ.ଡି କଂଷ୍ଟ୍ରକସନ କ୍ୟାମ୍ପ ପରିସରରେ ଆର.କେ.ଡି କଂଷ୍ଟ୍ରକସନର ମାଲିକ ତଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ସ୍ଥିତ ହୋଟେଲ କ୍ରାଉନର ମାଲିକ ରୋହିତ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।…
Read More...

କରୋନା ବଢାଇଛି ଧନୀଙ୍କ ଧନ, ଜାଣନ୍ତୁ କାହାର କେତେ ବଢିଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଚାକିରି ଓ ରୋଜଗାର ହରାଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ଓ କିଛି ଜଣ ଧନୀ ବ୍ୟକ୍ତିଙ୍କ ଜମା କ୍ଷତି ହୋଇନାହିଁ । ଏହି ସମୟରେ ତାଙ୍କ ସମ୍ପତ୍ତି ଖୁବ ଭଳ ଭାବରେ ବୃଦ୍ଧି ହୋଇଛି ।…
Read More...

ଟି-୨୦ ବିଶ୍ୱକପ : ଏହି ସବୁ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତୀୟ ଦଳର ବୋଲର ଆଇପିଏଲ-୨୦୨୧ର ଦ୍ୱିତୀୟ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଆଇପିଏଲ ବର୍ତ୍ତମାନ ୟୁଏଇରେ ଖେଳାଯାଉଛି ଏବଂ ଏହା ପରେ ଟି-୨୦ ବିଶ୍ୱ କପ୍‌ ସେହି ମଇଦାନରେ ଖେଳାଯିବ । ଭାରତୀୟ ବିଶ୍ୱ କପ୍‌ ଦଳରେ ·ରି ସ୍ପିନର ଓ ତିନି ଦ୍ରୁତ…
Read More...

ଓଡ଼ିଶାରେ ଏନ୍‌ସିବି ଟିମ୍

ଭୁବନେଶ୍ବର : ଓଡ଼ିଶାରେ ଏନ୍‌ସିବିର ୩ ଜଣିଆ ଟିମ୍‌ । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ତଦନ୍ତ ପାଇଁ ଆସିଛନ୍ତି ଏହି ୩ ଜଣିଆ ଟିମ୍‌। ଭୁବନେଶ୍ବରରେ ଏନ୍‌ସିବିର ଏହି ଟିମ୍‌ ଅଛନ୍ତି । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ ଜଣ ଯୁବକ ଗିରଫ ହୋଇଛନ୍ତି । ଏନ୍‌ସିବି ହାତରେ…
Read More...

ଭିମସାରରେ ପିଏସଆର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରରେ ବହୁ ପ୍ରତିକ୍ଷିତ ପିଏସଆର ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ମୁଖ୍ୟ ଅତିଥି ଭାବରେ ଆଜି ସମ୍ବଲପୁର ସାଂସଦ ନୀତେଶ କୁମାର ଗଙ୍ଗଦେବ କରିଛନ୍ତି । ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ବାୟୁମଣ୍ଡଳରୁ ଅକ୍ସିଜେନ ଟଣା ହୋଇ ସିଲିଣ୍ଡରରେ…
Read More...