Monthly Archives

October 2021

ଜିଲ୍ଲାପାଳ ଦେଲେ ୬ ଗୁରୁମନ୍ତ୍ର, ଜାଣନ୍ତୁ କ’ଣ ସେହି ଗୁରୁମନ୍ତ୍ର

ଦଶପଲ୍ଲା : ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ଅଧକ୍ଷ୍ୟତାରେ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାର ବିଡ଼ିଓ ମାନଙ୍କ ସହିତ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ଡ଼ଃ ଟୁଡୁ ୬ଟି ଗୁରୁତ୍ୱପୂର୍ଣ୍ଣ ଵିଷୟରେ ଆଲୋଚନା କରିଥିଲେ। ପ୍ରଥମତଃ ଡିସେମ୍ବର ମାସ
Read More...

ଜିଓ ସେବାରୁ ବଂଚିତ ଆଦିବାସୀ ଗ୍ରାମ

ଦଶପଲ୍ଲା,୧/୧୦ - ସରକାର ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବାବେଳେ ବଣ ପାହାଡ ଘେରା ଦଶପଲ୍ଲା ଓ ଗଣିଆ ବ୍ଲକ୍‌ର ଅନେକ ଆଦିବାସୀ ଗ୍ରାମକୁ ଆଜିପର୍ଯ୍ୟନ୍ତ ଜିଓ ସେବା ପହଞ୍ଚି ପାରିନାହିଁ । ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ଗ୍ରାମପାୟତର ମକରପ୍ରସାଦ ଓ ନେକର ଗଣ୍ଡା ସମେତ ଗଣିଆଁ ବ୍ଲକ୍‌
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ,୧/୧୦: ଗତକାଲି ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଆଜି ସକାଳେ ମୁର୍ଷୁଣ୍ଢି ପଞ୍ଚାୟତ ତେତେଲେଙ୍ଗା ଗ୍ରାମ ମଠ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଦେହ ନିକଟରେ ଏକ
Read More...

କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ; ଶାହାଙ୍କ ସହ ସାକ୍ଷାତ ପରେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ବିଜେପିରେ ସାମିଲ
Read More...

ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଲହଣ୍ଡା ଠାରେ ରାଲି ଓ ଜନସଭା ସହିତ ରାଷ୍ଟ୍ରୀୟ ପୋଷଣ…

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମ୍ବଲପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଲହଣ୍ଡା ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏହାକୁ ଲହଣ୍ଡା ସରପଂଚ ଶ୍ରୀମତି ଉର୍ମିଳା ବାରିକ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ଉଦଘାଟନ
Read More...

କେନାଲ୍ ଥାଇ ମଧ୍ୟ ତଳମୁଣ୍ଡରେ ନାହିଁ ପାଣି , ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକର ଅଧିକାଂଶ ଗାଁ ହେଉଛି ଜଳସେଚିତ । ଜାଲ ଭଳି ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଛନ୍ଦି ହୋଇଛି ବରଗଡ ମୁଖ୍ୟ କେନାଲ । ବିନିକା ଏବଂ ଡୁଙ୍ଗୁରୀପାଲି ବ୍ଲକକୁ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ମଧ୍ୟ କୁହାଯାଏ । ତେବେ ପ୍ରତିବର୍ଷ
Read More...

ସ୍ଵଚ୍ଛତା ଯାଞ୍ଚ୍ କଲେ N A C କର୍ତ୍ତୃପକ୍ଷ ; ଦୋକାନୀ ଗଣିଲେ ତଣ୍ଡ

ଗଞ୍ଜାମ : ପ୍ରଶାସନର ବାରମ୍ବାର ସଚେତନ ସତ୍ତ୍ୱେ ବେଲଗୁଣ୍ଠା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସ୍ଵଚ୍ଛତା ପ୍ରତି ଦୃଷ୍ଟି ନଦେବା, ପଲିଥିନର ବହୁଳ ବ୍ୟବହାର କରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ତେଣୁ ଗଞ୍ଜାମ ଜିଲ୍ଳାପାଳଙ୍କ ଆହ୍ୱାନ କ୍ରମେ ବେଲଗୁଣ୍ଠା ଏନ୍ଏସି
Read More...

୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ
Read More...

ମଣ୍ଣିଂ ୱାର୍କ ଯାଇଥିବା ସମୟରେ ଲୁହା ରଡ୍‌ରେ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇନେଲେ ଦୁର୍ବୁତ୍ତ

ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ । ଆହତ ସାମ୍ବଦିକ ଜଣଙ୍କ ସତ୍ୟସୁନ୍ଦର ଭଞ୍ଜ ବୋଲି ଜଣାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମିିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଡେଲଟା
Read More...

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠାରୁ ଆରମ୍ଭ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସସି) ଦ୍ୱାରା ପରିଚାଳିତ ଯୁକ୍ତ-୨ ଅଫଲାଇନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ ରବିବାର ମଧ୍ୟ
Read More...