Monthly Archives

November 2021

ଅନ୍ଧବିଶ୍ୱାସ ଆଗରେ ବଳିପଡ଼ିଲା ମଣିଷପଣିଆ

ଦଶପଲ୍ଲା,୧୨/୧୧: - ଅନ୍ଧବିଶ୍ୱାସର କରୁଣ ପରିଣତି । ମୃତ୍ୟୁ ପରେବି ମିଳିଲାନି ଚାରିକାନ୍ଧ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ସଦରବ୍ଲକ୍‌, ନୋତର ଗ୍ରାମର ବକସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛିଦିନ ହେବ ମାଛିଆ ପାତକ ସହ ଅନ୍ୟ କେତୋଟି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ ।…
Read More...

ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉନ୍ନତ, ୧୫୦ ମହିଳାଙ୍କୁ ଆତ୍ମନିଯୁକ୍ତି ସହାୟତା

ରାୟଗଡା,୧୨/୧୧: କୃଷକମାନଙ୍କ ଜୀବିକା ଉପାର୍ଜନରେ ଅଭିବୃଦ୍ଧି ଆଣିବା ଲକ୍ଷ୍ୟକୁ ହାସଲ କରିବାପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନରେ ଥିବା ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉନ୍ନତ ( ଉତ୍କଳସ୍‌ ଆକ୍ସନ ଫର ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ୍‌) ଆରମ୍ଭ କରିଛି । ଭାରତ ରୁରାଲ୍‌ ଲାଇଭଲିହୁଡ୍‌…
Read More...

ପୁରୀରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ପୁରୀ,୧୨/୧୧- ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ ନେଇ ଆଜି ଓଡିଶାରେ ବନ୍ଦ ପାଳନ କରିଛି କଂଗ୍ରେସ । ତେବେ ପୁରୀରେ ମଧ୍ୟ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମଧ୍ୟ ଆନ୍ଦୋଳନ ନାରବାଜି କରିଥିଲେ । ବିଭିନ୍ନ ଛକ ରାସ୍ତାରେ ଶୋଭାଯାତ୍ରା କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା…
Read More...

କଣ୍ଟାବାଞ୍ଜି ରେ ୬ ଘଣ୍ଟିଆ ହରତାଳ ପାଳିତ

କଣ୍ଟାବାଞ୍ଜି,୧୨/୧୧- ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କୁ ନ୍ୟାୟ ଦାବିରେ ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିକରି କଂଗ୍ରେସ ଦଳ ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । କିନ୍ତୁ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ୬ ଘଣ୍ଟିଆ ବନ୍ଦ…
Read More...

ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର,୧୨/୧୧: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସାରା ଓଡ଼ିଶାରେ ୬ଘଣ୍ଟିଆ ବନ୍ଦ ହରତାଳ ପ୍ରଭାବରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବନ୍ଦ ଓ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ସାମୁହିକ ମୁଣ୍ଡନ…
Read More...

୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ…
Read More...

ସିଡିଏସ ବିପିନ ରାୱତ କହିଲେ ଦେଶର ଏକ ନମ୍ବର ଶତ୍ରୁ ଦେଶର ନାମ

ନୂଆଦିଲ୍ଲୀ : ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ…
Read More...

ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରିକେଲା ସରକାରୀ ଡାକ୍ତରଖାନା ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ରାଜ୍ୟ…
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି, ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା…
Read More...

ପାରଳାଖେମୁଣ୍ଡିରେ ପାରିବାରିକ ଅଦାଲତ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି ।ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୂରଲୀଧରଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବାର ଆସୋସିଏସନର ବହୁ ଦିନର…
Read More...