Monthly Archives

December 2021

ଆବୁଧାବି ଟି-୧୦ ଲିଗ : ପ୍ରଥମ ଥର ଚମ୍ପିଆନ ହେଲା ଡେକାନ ଗ୍ଲାଡିଏଟର୍ସ

ନୂଆଦିଲ୍ଲୀ : ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଡେକାନ୍‌ ଗ୍ଲାଡିଏଟର୍ସ ପ୍ରଥମ ଥର ପାଇଁ ଆବୁଧାବି ଟି-୧୦ ଲିଗ୍‌ ଚାମ୍ପିଅନ୍‌ ହେବାର ସୌଭଗ୍ୟ ଅର୍ଜନ କରିଛି । ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଡେକାନ ଗ୍ଲାଡିଏଟର୍ସ ଦିଲ୍ଲୀ ବ୍ଲୁସକୁ
Read More...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କମଲ୍‌ ହାସନ

ନୂଆଦିଲ୍ଳୀ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ୨ ସପ୍ତାହର ଚିକିତ୍ସା ପରେ ଡିସଚାର୍ଜ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସମସ୍ତ ଫ୍ୟାନଙ୍କୁ କମଲ ହାସନ ଧନ୍ୟବାଦ
Read More...

ସମସ୍ୟା ଘେରରେ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟରେ ସ୍ଥାୟୀ ନିର୍ବାହୀଯନ୍ତ୍ରୀ ନ ଥିବାରୁ କାର୍ଯ୍ୟାଳୟରେ ଉନ୍ନତି ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାର ଅଭିଯୋଗ ହେଉଛି । ଗଞ୍ଜାମର ନିର୍ବାହୀ ଯନ୍ତ୍ରୀ ଗଜପତିରେ
Read More...

ପୁରୀ ଠାରୁ ୧୨୦ କିଲୋମିଟର ଦୂରରେ ଜୱାଦ

ଭୁବନେଶ୍ୱର:ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ
Read More...

ଶୋଇବାବେଳେ ତକିଆ ତଳେ ରଖନ୍ତୁନାହିଁ ପର୍ସ

ଆମ୍ଭେମାନେ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇ ଥାଉ । ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣନ୍ତୁ କେଉଁ ସବୁ ଜିନିଷ ପ୍ରଭାବ ବିଷୟରେ…ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ , ଏହାଦ୍ୱାରା
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ; ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର, ୬ ଅଟକ

ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧିନସ୍ଥ ରାଉତପଡ଼ା କୈବର୍ତ୍ତର୍ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା
Read More...

ରାଜଧାନୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପଶିଲା ଓମିକ୍ରନ । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଜଣେ ଯୁବକଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ଯୁବକଙ୍କୁ
Read More...

୧୯ ମାସର କୋମଳ ଶିଶୁର ଚିକିତ୍ସା ନିମନ୍ତେ ଏବିଭିପି ପକ୍ଷରୁ ୧୦ଦିନିଆ ଅର୍ଥ ସଂଗ୍ରହ ଅଭିଯାନ

ଫୁଲବାଣୀ: ସମଗ୍ର ଜିଲ୍ଲାରେ ଏବିଭିପି କନ୍ଧମାଳ ଘରେ ଘରେ ପରଚିତ । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ନେଇ ପ୍ରଶାସନକୁ ଅବଗତ କରାଇବା ସହିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାକୁ ପ୍ରଧାନ୍ୟ ଦେବା, ବନ୍ୟା ବିପତ୍ତି ଏପରିକି କରୋନା ମହାମାରୀ ସମୟରେ କରୋନା ପଜିଟିଭ ଚିହ୍ନଟ
Read More...

ଅନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
Read More...

ଚିକିଟିରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଚିକିଟିଙ୍କ ମିଳିତ ଆନୁକୂଲ୍ୟରେ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟି ପେଣ୍ଠ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଚିକିଟି ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ମୋଟ ପଚାଶ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ
Read More...