Monthly Archives

December 2021

ସାମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ମାଡ଼ି ଆସୁଥିବା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି । ଆଣ୍ଡାମାନ ସାଗର ନିକଟରେ ବାତ୍ୟା ଏକ ଲଘୁଚାପ କ୍ଷେତ୍ର ଭାବେ ରହିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ।ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା
Read More...

୪ କ୍ରୀଡା ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନିତି ବିରୋଧୀ ଅଭିଯାନ ଜାରି । ନିକଟରେ ଅନେକ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟସରକାର । ତେବେ ଆଜି ୪ଜଣ କ୍ରୀଡା ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । କ୍ରୀଡା ବିକାଶରେ ସେମାନଙ୍କ ଆଶାନୁରୂପ ଅବଦାନ
Read More...

ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଶୁଭାରମ୍ଭ କଲେ ଖପ୍ରାଖୋଲ ବିଡିଓ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ପଞ୍ଚାୟତ ଜୁରିଆ ଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସମ୍ମାନୀତ ଅତିଥି ରୂପେ ବ୍ଲକ ଯୋଗାଣ ନିରକ୍ଷକ ବିକାଶ ବାର୍ଲା,
Read More...

ଆଇପିଏଲ-୨୦୨୨ : ମେଗା ନିଲାମରେ ଏହି ୨୧ ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜଙ୍କ ରହିବ ନଜର

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ରିଟେନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ୮ ଟି ଫ୍ରାଞ୍ଚାଇଜ୍‌ ସେମାନଙ୍କ ସହିତ ୨୭ ଖେଳାଳିଙ୍କୁ ରଖିଛନ୍ତି । ବାକି ସମସ୍ତ ଖେଳାଳି ନିଲାମରେ ସାମିଲ ହେବେ । ନିଲାମ ଏହି ଚଳିତ ମାସର ହୋଇପାରେ ବୋଲି କୁହାଯାଉଛି । ଏହାକୁ ମେଗା ନିଲାମ କାହିଁକି
Read More...

କାଜୁ ନର୍ସରୀ ଓ ଉଦ୍ୟାନ ଫାର୍ମ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଲାବଣ୍ୟଗଡ଼ ଠାରେ ଥିବା ଉଦ୍ୟାନ ଫାର୍ମ ଓ କାଜୁ ନର୍ସରୀ ପରିଦର୍ଶନ କରିଛନ୍ତି । ସେଠାରେ ଥିବା ପଲି ଗ୍ରୀନ ହାଉସ, ଛାୟା ଗୃହ,ଆମ୍ବ କଲମୀ, କାଜୁ କଲମୀ, ହାଇବ୍ରିଡ଼ ପନିପରିବା ଚାରା ପରିଦର୍ଶନ କରି ଗଜପତି ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ
Read More...

ଦିବାଲୋକରେ ୮୦ ହଜାର ଟଙ୍କା ଲୁଟ୍‌

ଦଶପଲ୍ଲା : କିଛିଦିନର ନୀରବତା ପରେ ଗତକାଲି ଦଶପଲ୍ଲା ସହର ଉପକଣ୍ଠରୁ ଲୁଟ୍‌ ହୋଇଛି ୮୦ ହଜାର ଟଙ୍କା । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ରୁ ୮୦ ହଜାର ଟଙ୍କା ଝାମ୍ପିନେଇ କ୍ଷିପ୍ର ବେଗରେ ଦୁର୍ବୃତ୍ତମାନେ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ
Read More...

ଗଜପତିରେ ୨୦୦ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଲାବଣ୍ୟ ଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ ୨୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ୟୁନିଟ
Read More...

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ଗୃହକୁ ଆସିବା ପରେ ବିଧି ଓ ପରମ୍ପରା ଅନୁଯାୟୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ବାଚସ୍ପତି ଗୃହରେ ଶୋକପ୍ରସ୍ତାବ ଆଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିବା ମାତ୍ରେ
Read More...

କେନ୍ଦ୍ର ବିରୋଧରେ ବିଧାନସଭାରୁ ବାହାରିଲା ବିଜେଡିର ପଦଯାତ୍ରା

ଭୁବନେଶ୍ୱର: କେନ୍ଦ୍ର ଆବାସ ଯୋଜନା ଓ ପକ୍କାଘର ଯୋଜନାରେ ଓଡିଶା ପ୍ରତି ହୋଇଥିବା ଅବିଚାରର ପ୍ରତିବାଦରେ ଆଜି ଶାସକ ବିଜୁ ଦନତା ଦଳ ପକ୍ଷରୁ ବିଧାନସଭାରୁ ପ୍ରତିବାଦ ଶୋଭାଯାତ୍ରା ବାହାରକରି ଯାଇଛି । ଏହି ଶୋଭାଯାତ୍ରାର ନେତୃତ୍ୱ ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ, ବ୍ୟୋମକେଶ ରାଏ
Read More...

ଗ୍ୟାସ ଟାଙ୍କି ଫାଟି ୩ ଦୋକାନ ଭସ୍ମିଭୂତ,ଅଳ୍ପକେ ବର୍ତ୍ତିଲେ ଦୋକାନୀ

ପୁରୀ : ଗୋପ ବଜାରରେ ଗ୍ୟାସ ଟାଙ୍କି ଫାଟି ଯାଇ ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୩ ଟି ଦୋକାନ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଗୋପ ବ୍ଳକର ଗୋପ ବଜାରରେ ଜଳଖିଆ ଦୋକାନରେ ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ ଅଗ୍ନିକାଣ୍ଡ
Read More...