କେନ୍ଦ୍ର ବିରୋଧରେ ବିଧାନସଭାରୁ ବାହାରିଲା ବିଜେଡିର ପଦଯାତ୍ରା

0 68

ଭୁବନେଶ୍ୱର: କେନ୍ଦ୍ର ଆବାସ ଯୋଜନା ଓ ପକ୍କାଘର ଯୋଜନାରେ ଓଡିଶା ପ୍ରତି ହୋଇଥିବା ଅବିଚାରର ପ୍ରତିବାଦରେ ଆଜି ଶାସକ ବିଜୁ ଦନତା ଦଳ ପକ୍ଷରୁ ବିଧାନସଭାରୁ ପ୍ରତିବାଦ ଶୋଭାଯାତ୍ରା ବାହାରକରି ଯାଇଛି । ଏହି ଶୋଭାଯାତ୍ରାର ନେତୃତ୍ୱ ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ, ବ୍ୟୋମକେଶ ରାଏ ନେଇଥିବା ବେଳେ ଦଳର ବହୁ ବିଧାୟକ ଏହି ପ୍ରତିବାଦ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଅବିଚାର ବରୋଧରେ ନାରାବାଜି କରିଥିଲେ । ବିଧାନସଭାରେ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ ହେବାରୁ ଶାସକ ଦଳର ବିଧାୟକମାନେ ଏହି ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।

hiring
hiranchal ad1
Leave A Reply

Your email address will not be published.

1 + nineteen =