Yearly Archives

2021

ଯାତ୍ରୀଗଣ ଧ୍ୟାନ ଦେ! ଏଣିକି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ : ଏଣିକି ଟ୍ରେନ ଯାତ୍ରୀମାନେ ଟ୍ରେନ ଭିତରେ ରନ୍ଧା ଖାଦ୍ୟ ପାଇପାରିବେ । ଏ ବାବଦରେ ରେଳବାଇ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରିଛି । ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବର୍ତ୍ତମାନ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟର ସେବା ଉପଲବ୍ଧ ହେବ ।
Read More...

ଆସନ୍ତାକାଲି ଦେଶବ୍ୟାପୀ କଂଗ୍ରେସ ପାଳିବ “କିଷାନ ବିଜୟ ଦିବସ’

ନୂଆଦିଲ୍ଲୀ : ଆସନ୍ତାକାଲି ତଥା ଶନିବାର ଦିନ କଂଗ୍ରେସ ସମଗ୍ର ଦେଶରେ "କିଷାନ ବିଜୟ ଦିବସ' ପାଳନ କରିବା ସହ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ବୈଠକ ଆୟୋଜନ କରିବ । ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ
Read More...

ଟି-୨୦ର ବସ୍‌ ହେଲେ ଗୁପ୍ଟିଲ, କୋହଲିଙ୍କ ରେକର୍ଡ ଭାଙ୍ଗିଲେ

ରାଞ୍ଚି :ନ୍ୟୁଜିଲାଣ୍ଡର ଓପନର୍‌ ମାର୍ଟିନ ଗୁପ୍ଟିଲ ଟି -୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ଗୁପ୍ଟିଲ ଏହି ପ୍ରସଙ୍ଗରେ ପୂର୍ବତନ ଭାରତ ଟି -୨୦ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା
Read More...

ଜହ୍ନାପଙ୍କରେ ରାମାୟଣ ପାରାୟଣ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମାୟଣ ପାରାୟଣର ଆରଣ୍ୟକ କାଣ୍ଡ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ବିଶ୍ୱ କଲ୍ୟାଣ ପୂଜାହାରୀ କର୍ତ୍ତାଭାବେ ଅମିତ ପ୍ରଧାନ ଓ ପୁଷ୍ପାଞ୍ଜଳି ବେହେରା ଦାୟିତ୍ୱ ତୁଲାଇଥିବା
Read More...

ନାଟ୍ୟକଥାରେ ପାରଳାର ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ

ପାରଳାଖେମୁଣ୍ଡି : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ୱାରା ଆୟୋଜିତ ନାଟ୍ୟକଥାରେ ପାରଳାଖେମୁଣ୍ଡିର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ । ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି, ଏଥିରେ ଅନଲାଇନ ମାଧ୍ୟମରେ
Read More...

କବି ନୃସିଂହାନନ୍ଦ ମହାପାତ୍ର ସମ୍ୱର୍ଦ୍ଧିତ

ଫୁଲବାଣୀ :କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ, ଶିକ୍ଷାବିତ ଶ୍ରୀ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀଠାରେ ସୁଲେଖା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ତାର ୪୧ତମ ବାର୍ଷିକ ଉତ୍ସବ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ
Read More...

ଦାରିଙ୍ଗବାଡିରେ କଂଗ୍ରେସର ଜନ ଜାଗରଣ ଅଭିଯାନ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ

ଦାରିଙ୍ଗବାଡି: ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତତ୍ପର ହୋଇ ଉଠୁଛନ୍ତି ରାଜନୈତିକ ଦଳ । ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୪ଙ୍କ ଜନ୍ମଦିବସ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ଓ ଦରଦାମ
Read More...

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେଲେ ସଂଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ ।
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ, କାହିଁକି ଜାଣନ୍ତୁ

ଭୁବନେଶ୍ୱର,୧୯ ।୧୧: ୫ଟି ରାଜ୍ୟର ୪୪ଟି ଆକାଙ୍‍କ୍ଷୀ ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍‍ରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୦୯୪ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ନିଷ୍ପତ୍ତି
Read More...

ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍‌ ପାଏନ, ଏହି ବଡ ବିବାଦରେ ଫଶିଛନ୍ତି

ସିଡନୀ : ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ ଦଳର ଅଧିନାୟକ ୩୬ ବର୍ଷିୟ ଟିମ୍‌ ପାଏନ ଏକ ବଡ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଏହି କାରଣରେ ସେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି । ସୂଚନା ଅନୁସାରେ ତାଙ୍କ ସହକର୍ମୀ ମହିଳା କର୍ମଚାରୀଙ୍କୁ ଆପତ୍ତିଜନକ ଚିତ୍ର ଏବଂ ବାର୍ତ୍ତା ପଠାଇଥିବା ତାଙ୍କ ନାମରେ
Read More...