ବାଲୁକା କଳା ମାଧ୍ୟମରେ ପ୍ରସିଦ୍ଧ କାର୍ଟୁନିଷ୍ଟଳି
ପୁରୀ : ପ୍ରସିଦ୍ଧ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଛି । ତେବେ ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋରଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି । ତେବେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ!-->…
Read More...
Read More...