Yearly Archives

2021

ବାରିପଦାରେ ମାଡ ଘଟଣାର ଭଦ୍ରକ ବିଜେପି ପକ୍ଷରୁ ପ୍ରତିବାଦ

ଭଦ୍ରକ : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ଭଦ୍ରକ ଜିଲ୍ଲା ବିଜେପି କହିଛି ଯେ,
Read More...

ଗ୍ରାମାଞ୍ଚଳ ପୋଲିସ ଜବତ କଲା ୩୧୬ ଗ୍ରାମ ବ୍ରାଉନ ସୁଗାର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆଜି ଧାମରା ରେଲୱେ ଓଭରବ୍ରୀଜ୍‌ ନିକଟରୁ ୨୦୦ଟି ପୁଡ଼ିଆରେ ଥିବା ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି । ସୂଚନା ଅନୁଯାୟୀ ଆଜି ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଳୱେ ଓଭର ବ୍ରିଜ ନିକଟରେ ସିମାଞ୍ଚଳ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ
Read More...

ହରଗୌରୀ ଯାତ୍ରା ଅବସରରେ କୁଙ୍କୁମ ପୂଜା

ସୋନପୁର : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାର ଚତୁର୍ଥ ଦିନରେ ଆଧ୍ୟାତ୍ମିକତା ଓ ପରଂପରାର ବହୁ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ସଧବା ମହିଳାମାନେ ଭାଗନେଇ ଶ୍ରୀଯନ୍ତ୍ର ଉପରେ ଶ୍ରୀଗଣେଷଙ୍କୁ ସ୍ଥାପନ କରି ନିଜ ପରିବାରର ଶ୍ରୀବୃଦ୍ଧି ସହ ନିଜ ନିଜର ଶଙ୍ଖା ସିନ୍ଦୁରର
Read More...

ଲୋକଙ୍କର ଜୀବିକା ପାଇଁ ଗଜପତି ପ୍ରଶାସନର ଅହରହ ଉଦ୍ୟମ

ଗଜପତି : 2018 ମସିହାର ତିତିଲି ମହାବାତ୍ୟାରେ ରାୟଗଡ ବ୍ଳକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏପରି କି ବାତ୍ୟା ଓ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ 16 ଲୋକଙ୍କର ପ୍ରାଣ ହାନି ଘଟିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ
Read More...

କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା

ପାଟଣାଗଡ଼ : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ସିଜିନାଲ୍ କର୍ମଚାରୀମାନଙ୍କ୍ ଆହ୍ଵାନକ୍ରମେ କେନ୍ଦୁମୁଣ୍ଡିଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରମଣି ମଲ୍ଲିକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ବିଭାଗର
Read More...

ବିଧାୟକଙ୍କ ପଦକ୍ଷେପ,୧୬ବର୍ଷ ପରେ ଜମି ଚିହ୍ନଟ

ବଲାଙ୍ଗୀର : ବସୁନ୍ଧରା ଯୋଜନରେ ୨୬୫ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଗଲା। ଆଗଲପୁର ବ୍ଳକ କୁଟାସିଂହା ଅଞଳର ୨୬୫ ଗରୀବ ଭୂମିହୀନଙ୍କୁ ଚିହ୍ନଟ କରାଯାଇ ୨୦୦୫ ମସିହାରେ ଘରଡିହ ପଟା ଦିଆଯାଇଥିଲା। ପ୍ରଶାସନିକ ସ୍ଥାଣୁତା, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ଓ ସରକାରଙ୍କ ଯୋଜନା
Read More...

ପଦ୍ମଚରଣ ମିଶ୍ରଙ୍କ ସ୍ମୃତିଚାରଣ ସଭା

ଦଶପଲ୍ଲା : ଦଶପଲ୍ଲାର ଅନ୍ୟତମ ବରପୁତ୍ର, ସମାଜସେବୀ ପଦ୍ମଚରଣ ମିଶ୍ରଙ୍କର ଚତୁର୍ଦଶାହ ଦିବସ ଅବସରରେ ୨୨ ତାରିଖ ସଂଧ୍ୟାରେ ଦଶପଲ୍ଲା ମହାବୀର ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ଵର୍ଗତ ମିଶ୍ରଙ୍କର କନ୍ୟା ଅଧ୍ୟାପିକା ସାଗରିକା
Read More...

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ପୁରୀ, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫ ବୃଦ୍ଧି ପାଇଛି । ଏନେଇ ରାଜ୍ୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୮୮ ଜଣ ଲୋକାଲ୍‌ କେସ୍‌
Read More...

ହରିଶଙ୍କର ପୀଠରେ ସେଲ୍ଫି ଜୋନ୍‌ ଉଦଘାଟନ

ପାଟଣାଗଡ଼,୨୨/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଥିବା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍ଫି ଜୋନ୍‌ ନିର୍ମାଣ କରାଯାଇଅଛି । ହରିଶଙ୍କର ପୀଠକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ପାଇଁ ସୌନ୍ଦର୍ଯ୍ୟ କରଣ ଓ ଆକର୍ଷଣୀୟ ପାଇଁ ଆଇ
Read More...