Yearly Archives

2021

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ହାତ ଛାଡିଲେ ପ୍ରଦୀପ ମାଝି । କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଛନ୍ତି ନିଜର ଇସ୍ତଫା ପତ୍ର । ଗତ କିଛି ଦିନ ତଳେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା
Read More...

ହତ୍ୟାସ୍ଥଳରେ ଡେମୋ ଦେଖାଇଲା ଗୋବିନ୍ଦ ସାହୁ

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲା । ହତ୍ୟାସ୍ଥଳରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ଭୋର ୪ଟାରୁ ଗୋବିନ୍ଦଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । କଡା ସୁରକ୍ଷା ବଳୟ ମଧ୍ୟରେ ଆସିଥିଲା ଅଭିଯୁକ୍ତ । ମମିତା
Read More...

ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି ଦିବସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି-ଦିବସ ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା କୋଣାର୍କର ସୂର୍ଯ୍ୟ ମନ୍ଦିର

ପୁରୀ : ଭାରତର ଜାତୀୟ ପତାକା ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟ ମନ୍ଦିରର ସମ୍ପୂର୍ଣ୍ଣ ଅଂଶକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗରେ ରଙ୍ଗୀନ କରିବା ପାଇଁ ସୂର୍ଯ୍ୟ ମନ୍ଦିରକୁ ତିନି ରଙ୍ଗର ଆଲୋକ ମାଳାରେ ରଙ୍ଗୀନ ହୋଇଛି । ସ୍ୱାଧୀନତାର
Read More...

ସୁବର୍ଣ୍ଣପୁର ହରଗୌରୀ ଯାତ୍ରାର ପ୍ରମୁଖ ଆକର୍ଷଣ ହର ନିମନ୍ତ୍ରଣ ଅନୁଷ୍ଠିତ

ସୁବର୍ଣ୍ଣପୁର: ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ପାଇଁ ଆଜି ହରଙ୍କୁ ନିମନ୍ତ୍ରଣ କରିଆଣି ଗତ ଦିନକ ପୂର୍ବରୁ ପୂଜାମଣ୍ଡପରେ ବିଜେ କରିଥିବା ଗୌରୀଙ୍କ ପାର୍ଶ୍ୱରେ ଉପବିଷ୍ଟ କରିବା ପରେ ଏବେ ହରଗୌରୀଙ୍କର ଯୁଗଳ ମୂର୍ତ୍ତି ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି । ଆଜି ସନ୍ଧ୍ୟାରେ ସହରର
Read More...

ସହାୟତା ଅପେକ୍ଷାରେ ବିଶ୍ୱନାଥ

ଦଶପଲ୍ଲା : ବେସାହାରା ବିଶ୍ୱନାଥ, ନା ପାଖରେ ଅଛି ଧନବଳ ନା ଅଛି ଜନବଳ । ଗୋଟିଏ ବୋଲି ପୁଅ ବିବାହ ପରେ ଦୀର୍ଘ ୨୦ ବର୍ଷ ହେଲା ବାହାରେ ରହି ଆସୁଛି । ଏପଟେ ଅସହାୟ ହୋଇ ପଡ଼ିଥିବା ବେଳେ ବାର୍ଦ୍ଧକ୍ୟାବସ୍ଥାରେ ଦାଉ ସାଧୁଛି ରୋଗ । ପ୍ରାୟ ୫ ବର୍ଷ ହେଲା ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇ
Read More...

କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା

ପୁରୀ,୨୧/୧୦- କାକଟପୁର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଇଥିବା ବର୍ବୋଚରିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ତୀବ୍ର ପ୍ରତିବାଦ କରାଯାଇଛି । କାକଟପୁର ବିଶ୍ୱହିନ୍ଦୁ
Read More...

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କୋଭିଡ ଡୋଜ ନେଇ ସଚେତନତା ବାର୍ତ୍ତା

ପୁରୀ,୨୧/୧୦- କୋଭିଡ ଟୀକାକରଣ କ୍ଷେତ୍ରରେ ଭାରତ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଇତିମଧ୍ୟରେ ୧୦୦ କୋଟି ଡୋଜ ଦିଆସରିଛି । ଯାହାକି ସାରା ବିଶ୍ୱରେ ସର୍ବବୃହତ ଟୀକାକରଣ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା
Read More...

ବୌଦ୍ଧଜିଲ୍ଲା ମହିଳା କଂଗ୍ରେସର ବିକ୍ଷୋଭ

ବୌଦ୍ଧ,୨୧/୧୦- ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳଙ୍କ ନେତୃତ୍ୱରେ ମହିଳାମାନେ ଏକତ୍ରିତହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀରର ଝିଅ ତଥା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା
Read More...

ମମିତା ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଜିଲ୍ଲା ବିଜେପିର ବନ୍ଦ ଡାକରା

କଣ୍ଟାବାଞ୍ଜି,୨୧/୧୦- ଚଳିତମାସ ୮ ତାରିଖଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଅଧ୍ୟାକ୍ଷା ମମିତା ମେହେର (୨୫) ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧା ହାତ ରହିଥିବାରୁ ସି ବି ଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଆଜି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା
Read More...