Yearly Archives

2021

କେଗାଁ ଥାନା ଆଇଆଇସି ନିଲମ୍ବିତ

ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ
Read More...

ଜିଲ୍ଲା ପୋଲିସ ପକ୍ଷରୁ ୬୨ ତମ ପୋଲିସ ସହିଦ ଦିବସ ପାଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୨ ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ପଡ଼ିଆରେ ଉପସ୍ଥିତ ରହି ପୋଲିସ ସହିଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି
Read More...

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମ ଗିରଫ

ବଲାଙ୍ଗୀର : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ଗିରଫ । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ
Read More...

ସେହ୍ୱାଗ ଏମିତି ପାଳିଲେ ଜନ୍ମଦିନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ୱାଗ ବୁଧବାର ତାଙ୍କର ୪୩ ତମ ଜନ୍ମଦିନ ପାଳନ କରିଛନ୍ତି । କୋହ ଆପରେ ସେହୱାଗ ମଧ୍ୟ ଏହାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେହ୍ୱାଗ ତାଙ୍କ ପତ୍ନୀ ଆରତୀ ଏବଂ ମାଆଙ୍କ ସହ ନଜର ଆସିଥିବାବେଳେ ପୁଅ ତାଙ୍କ ପାଇଁ କେକ୍‌ କାଟି
Read More...

କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଭେଟି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ
Read More...

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଆଜି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗୋ ହତ୍ୟା ଓ ଗୋ-ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା,
Read More...

କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ

ଭୁବନେଶ୍ୱର:  ୫ ଦିନିଆ ରିମାଣ୍ଡରେ ଅଛି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଘନ ଘନ ଜେରା ବେଳେ କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ । ନିଜ ଭୁଲ ଓ କଳା କାରନାମା ମାନିବା ସହ ମମିତାଙ୍କ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମସ୍ତଙ୍କ ନାଁ କହିଲା ଗୋବିନ୍ଦ
Read More...

ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଯୋଗୁଁ ବଲାଙ୍ଗୀର ରାଜରାସ୍ତା ଖାଁ ଖାଁ

ବଲାଙ୍ଗୀର : ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗଡିମୋଟର ଗଡୁ ନାହିଁ । ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେବଳ ବଲାଙ୍ଗୀର ସହର ନୁହେଁ ଲୋଇସିଂହା, ପାଟଣାଗଡ, କଂଟାବାଞ୍ଜି, ଟିଟିଲାଗଡ ଆଦି ଅନେକ ସ୍ଥାନରେ ବିଜେପି
Read More...

ସୁନାପାଙ୍ଗା ଗ୍ରାମକୁ ବିଜୁ ସେତୁ ସାତସପନ, ନଦୀ ପାର ପାଇଁ ବିଦ୍ୟୁତ ତାର ଓ କାଠ ଗଣ୍ଡି ଭରସା

ଦାରିଙ୍ଗବାଡି,୨୧/୧୦: ପାଦେ ପାଦେରେ ବିପଦ । ମରଣକୁ ବରଣ କରି ନଦୀ ଉପରେ ବିଦ୍ୟୁତ ତାର ଓ କାଠ ଗଣ୍ଡି ଉପରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନଗୁଡ଼ିକରେ ନଦୀ ନାଳ ଦ୍ୱାରା ଜଳ ବନ୍ଦୀ ପାଲଟୁଥିବା ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା କରିଛନ୍ତି ।
Read More...

ମାଁ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ ଓ ନୂତନ ଧ୍ୱଜାରୋହଣ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଗତକାଲି ପବିତ୍ର ଶରଦ ପୂର୍ଣ୍ଣିମା ଅବସରରେ ରାଜରାଜେଶ୍ୱରୀ ବେଶ ହେବା ସହିତ ବିଳମ୍ବିତ ସନ୍ଧ୍ୟାରେ ମନ୍ଦିର କଳସ ଉପରେ ନୂତନ ଧ୍ୱଜାରୋହଣ ହୋଇଯାଇଛି । ମନ୍ଦିରର ଏହି ପରମ୍ପରା ବିଗତ ୪ଶହ ବର୍ଷ ହେଲା ପାଳିତ ହୋଇଆସୁଛି ବୋଲି ମନ୍ଦିର
Read More...