କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ

0 370

ଭୁବନେଶ୍ୱର:  ୫ ଦିନିଆ ରିମାଣ୍ଡରେ ଅଛି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଘନ ଘନ ଜେରା ବେଳେ କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ । ନିଜ ଭୁଲ ଓ କଳା କାରନାମା ମାନିବା ସହ ମମିତାଙ୍କ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମସ୍ତଙ୍କ ନାଁ କହିଲା ଗୋବିନ୍ଦ ସାହୁ ।ଗୋବିନ୍ଦଙ୍କ ସୂଚନା ଅନୁସାରେ, ଏବେ ସୁଦ୍ଧା ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ୯ଟି ଟିମ୍ ଗଠନ କରି ହତ୍ୟାକାଣ୍ଡ ସମ୍ପର୍କରେ ସମସ୍ତ ତଥ୍ୟ ସାଉଁଟୁଛି ପୋଲିସ । ଖୁବଶୀଘ୍ର ଗୋବିନ୍ଦ ଓ ଅନ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସ୍ପଟରେ କ୍ରାଇମ ସିନ ରିକ୍ରିଏସନ କରିବ ବଲାଙ୍ଗୀର ପୋଲିସ ।

hiranchal ad1
Leave A Reply

Your email address will not be published.

19 − eight =