ଘର ଭିତରୁ ବାହାରିଲା ମା’ ଓ ଦୁଇ ଝିଅଙ୍କ ମୃତଦେହ
ଝାରସୁଗୁଡା: ଘର ଭିତରୁ ଜଣେ ମହିଳା ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରଜରାଜନଗର ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡାରେ । ଏଠାରେ ଏକ ଘରୁ ୨୮ ବର୍ଷୀୟ ମହଳାଙ୍କ ସହ ତାଙ୍କର ୫ବର୍ଷର ଓ ତିନି ବର୍ଷର ଦୁଇଟି ଝିଅଙ୍କ ମୃତ ଦେହ ଠାବ ହୋଇଛି ।!-->…
Read More...
Read More...