Yearly Archives

2021

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ପାଳିତ

ବୌଦ୍ଧ,୭/୯- ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ର, ଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯାଇ ଏଥିସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ ନଜରରେ
Read More...

ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୭/୯ : - ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକ୍‌ ରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡା ଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧାସଳଖ ଖୁଣ୍ଟିଗୋରାଠାରେ
Read More...

ସ୍ମାର୍ଟଫୋନରେ ଖୁବ୍‌ ଶୀଘ୍ର ଆସିବ ନୂଆ ଫିଚର

ଖୁବ୍‌ ଶୀଘ୍ର ସ୍ମାର୍ଟଫୋନରେ ନୂଆ ଫିଚର ଆସିବାକୁ ଯାଉଛି। ଗୁଗୁଲ ଏବେ ଏକ ସ୍ବତନ୍ତ୍ର ଟେକ୍ନୋଲୋଜି ଉପରେ କାମ କରୁଛି । ଯାହା ସାହାଯ୍ୟରେ ସ୍ମାର୍ଟଫୋନକୁ ସ୍ପର୍ଶ ନ କରି ବ୍ୟବହାର କରିହେବ । ଏଥିପାଇଁ ୟୁଜରଙ୍କୁ ଭଏସ କମାଣ୍ଡ ମଧ୍ୟ ଦେବାକୁ ପଡିବ ନାହିଁ । ଗୁଗୁଲର ଏହି ନୂତନ ଟେକ୍ନୋଲୋଜି
Read More...

ଶାସ୍ତ୍ରୀ-କୋହଲିଙ୍କ ଉପରେ ବିସିସିଆଇ ଖପ୍ପା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଓଭାଲ ଟେଷ୍ଟ ଜିତି ଦେଶକୁ ଗୌରବନ୍ୱିତ କରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ବିସିସିଆଇ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି । କାରଣ ଗତ ସପ୍ତାହରେ ଶାସ୍ତ୍ରୀ ଏବଂ ବିରାଟ ଲଣ୍ଡନରେ ଏକ ଜନଗହଳିପୂର୍ଣ୍ଣ
Read More...

ପଛୁଆବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କଲା ଭାଜପା

ସମ୍ବଲପୁର : ପଛୁଆ ବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରିଛି ଭାରତୀୟ ଜନତା ପାର୍ଟି । ଆଜି ଏହି ପ୍ରସଙ୍ଗରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପାର ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏହା କହିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପଛୁଆ ବର୍ଗଙ୍କ ସାମାଜିକ,
Read More...

ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ମନ୍ଦିରରେ ପ୍ରତିବର୍ଷ ନୂଆଁଖାଇ ଭୋଗ ପାଇଁ ସ୍ଥାନୀୟ ବଲବସପୁରରୁ ନୂଆଁ ଧାନ ଆସିଥାଏ ଓ ଏବର୍ଷ ପାଇଁ ଆଜି ପହଞ୍ଚିଛି । ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ଏଥିରୁ ବିଧିପୂର୍ବକ ଚାଉଳ କଢା ଯାଇ ସେଥିରୁ ପ୍ରସ୍ତୁତ ଖିରୀକୁ ମାଁ ସମଲେଇଙ୍କ
Read More...

ପୋଖରୀରେ ବୁଡି ବାପାଝିଅ ମୃତ

ନୂଆପଡା : ପୋଖରୀରେ ବୁଡି ବାପାଝିଅ ମୃତ୍ୟୁବରଣ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଏନ୍‌ଏସି ସାଲେଭଟା ଗାଁରେ । ଉଭୟଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ଖବର ଅନୁଯାୟୀ ଉଭୟ ବାପାଝିଅ ଆଜି ସକାଳେ ଗାଧୋଇବାକୁ ପୋଖରୀକୁ
Read More...

ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲା କଂଗ୍ରେସ

ଟିଟିଲାଗଡ଼ : ଠିକ୍‌ ସମୟରେ ସଠିକ ପରିମାଣର ବର୍ଷା ନ ହେବ ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟିଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବ ସେଥିପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ବସି
Read More...

ବଜ୍ରପାତରେ ଚାଷୀଙ୍କଗଲା ଜୀବନ; ସରକାରୀ ସହାୟତା ଦାବୀ

ଗଞ୍ଜାମ /ବେଲଗୁଣ୍ଠା: ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ପବନ ଲାଗି ରହିଥିଲା । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କୁରୁଳେଇ ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ପ୍ରାଣହାନି
Read More...

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବୈଠକ

ବୌଦ୍ଧ,୭/୯- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କା ର୍ଯ୍ୟାଳୟଠାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳମାନଙ୍କୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...