Yearly Archives

2021

କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ଗୁଳି ଚଲାଇଲା ତାଲିବାନ : ରିପୋର୍ଟ

ନୂଆଦିଲ୍ଲୀ: କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ତାଲିବାନ ଗୁଳି ଚଳାଇଛି । ଖବର ଅନୁଯାୟୀ ପାକିସ୍ତାନ ଦୂତାବାସ ବାହାରେ ପ୍ରାୟ ୭୦ ମହିଳା ଓ ପୁରୁଷ ବିରୋଧ କରିଥିଲେ । ହାତରେ ପ୍ଲାକାର୍ଡ ଥିବା ଏହି ଲୋକମାନେ ସ୍ଲୋଗାନ ଦେଉଥିଲେ । ଆଫଗାନିସ୍ତାନ କାର୍ଯ୍ୟରେ ପାକିସ୍ତାନ ହସ୍ତକ୍ଷେପ କରୁଛି…
Read More...

ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

ବୌଦ୍ଧ,୭/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ,…
Read More...

ବଡ଼ଚଣା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା

ଚଣ୍ଡିଖୋଲ: ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବାର ସକାଳେ ଚଣ୍ଡିଖୋଲ ଛକଠାରେ କେନ୍ଦ୍ର ଜଳସମ୍ପଦ, ଆଦିବାସୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବିଜେପି ରାଜ୍ୟ ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ, ସାଧାରଣ ସମ୍ପାଦକ ଦେବଯାନୀ…
Read More...

ଜୁଡୋ କରାଟେ ସ୍କୁଲର ସଫଳତା

ସୁବର୍ଣ୍ଣପୁର : ବୌଦ୍ଧଜିଲ୍ଲାର ରାମଲୀଳା ପଡିଆ ଠାରେ ସ୍ଥାନୀୟ ଆର୍ଟ ଟେମ୍ପୁଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମାର୍ସଲ ଆର୍ଟ ବେଲ୍ଟ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ଜୁଡୋକରାଟେ ସ୍କୁଲର ୭ଜଣ ଛାତ୍ର ଆନ୍ତଃଜିଲ୍ଲା ସ୍ତରରେ କୃତିତ୍ୱର ସହ ବିଭିନ୍ନ ଗ୍ରେଡ଼ ହାସଲ କରିଛନ୍ତି ।…
Read More...

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ପ୍ରଥମ ଆଙ୍ଗନବାଡ଼ି ପାଠାଗାର ଉଦଘାଟିତ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ବହୁମୁଖୀ ପ୍ରତିଭା ବିକାଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଯୋଜନା ହାତକୁ ନିଆଯାଇଛି । ଏଣୁ ଏଣିକି ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ "ଆମ ପାଠାଗାର’ର ବ୍ୟବସ୍ଥା ରହିବ । ଚଳିତ ବର୍ଷ…
Read More...

ସୀମାନ୍ତରେ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ, ଜଣେ ଆହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଣ୍ଡାରୀ କତାମଗୁଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ବିସ୍ପୋରଣ ରେ ଜଣେ ସାଧାରଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଆହତ ଗ୍ରାମବାସୀ ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚେରଲା ଥାନା ପେଟା ଚେରଲା ଗ୍ରାମର ଅଧିବାସୀ…
Read More...

ଐତିହାସିକ ବିଜୟ ପରେ ଟିମ୍‌ ଇଣ୍ଡିଆ ଏମିତି ପାଳିଲା ବିଜୟ ଉତ୍ସବ, ଦେଖନ୍ତୁ ଭିଡିଓ

ଓଭାଲ : ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ଭାରତୀୟ ଦଳ ଓଭାଲରେ ଇତିହାସ ସୃଷ୍ଟି କରିଛି । ଲଣ୍ଡନର ଓଭାଲରେ ୫୦ ବର୍ଷ ପରେ ଭାରତ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଶେଷ ଥର ପାଇଁ ୧୯୭୧ ରେ ଭାରତ ଜିତିଥିଲା । ବର୍ତ୍ତମାନ ୨୦୨୧ ମସିହାରେ ବିରାଟ କୋହଲିଙ୍କ…
Read More...

ଭେଣ୍ଡି କିଲୋ ୮୦୦ ଟଙ୍କା, ରହିଛି ଅନେକ ଫାଇଦା

ଭୋପାଳ: ଆପଣ ନାଲି ଭେଣ୍ଡିର ସ୍ୱାଦ ଚାଖିଛନ୍ତି କି? ଅଧିକାଂଶ ଲୋକ ନିଜ ବାଡିରେ ସବୁଜ ଭେଣ୍ଟି ଚାଷ କରିବ ସହ ଖାଇଥାନ୍ତି । ନାଲି ଭଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଖାଇବା ସ୍ୱାଦିଷ୍ଟ ଏବଂ ପୁଷ୍ଟିକର । ଏହାର ଦାମ୍‌ ବି ସେମିତି । କିଲୋପ୍ରତି ୮୦୦…
Read More...

ଶସ୍ତା ହେଲା ସୁନା ଓ ରୁପା; ଜାଣନ୍ତୁ କଣ ରହିଛି ଆଜିର ଦାମ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି । ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮…
Read More...

ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ, ଏମିତି କାହିଁକି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜାଣନ୍ତୁ

ଭୁବନେଶ୍ୱର:ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ…
Read More...