Yearly Archives

2021

ରାଜ୍ୟରେ ୧୦ ଲକ୍ଷ ପାର କଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୨-୧୮ ବର୍ଷ
Read More...

ତାଲିବାନଙ୍କୁ ବାଇଡେନଙ୍କ ଚେତାବନୀ

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛି ତାଲିବାନ । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।
Read More...

ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି

ବୌଦ୍ଧ,୨୦/୮- ଆଜି ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଥିବା ଜଣାପଡିଛି । ବିଭାଗର ଚଠି ସଂଖ୍ୟା ୧୫୭୨୦ ତା ୨୦.୦୮.୨୦୨୧ ଅନୁସାରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଭୁବନେଶ୍ୱର ଓସେପା ଡେପୁଟି ଡାଇରେକ୍ଟର ଭାବେ
Read More...

ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସ୍ୱର୍ଗତ ମନୋରଞ୍ଜନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୨୦/୮- ଅତ୍ୟନ୍ତ ଶୋକାକୁଳ,ଭାବମୟ ପରିବେଶରେ ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସାହିତ୍ୟିିକ ତଥା ସାମ୍ବାଦିକ ସ୍ୱର୍ଗତ ମନୋରଞ୍ଜନ ମିଶ୍ରଙ୍କ ଆଜି ଦ୍ୱାଦଶାହ ତିଥିରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ନୀଳଚକ୍ର ସାହିତ୍ୟ ସଂସଦର ସଭାପତି ଇଂ ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱରେ
Read More...

ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି । ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା  -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି । କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍
Read More...

ପାରଳାଖେମୁଣ୍ଡିରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି: ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ସ୍ୱର୍ଗୀୟ ରାଜୀବ ଗାନ୍ଧଷଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ
Read More...

ତୁରିକେଲା ବ୍ଲକରେ ମହାଦୁର୍ନୀତି, କରୋନା ନାଁରେ ଲକ୍ଷାଧିକ ଟଙ୍କା ହଡପ

କଣ୍ଟାବାଞ୍ଜି (ହୀ ପ୍ର ): ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଛି ଲକ୍ଷାଧିକ ଟଙ୍କା ହଡପ । କରୋନା ସମୟରେ ଆସିଥିବା ଟଙ୍କାର ବିବରଣୀ ଓ ହୋଇଥିବା ଖର୍ଚ୍ଚର ବିସ୍ତୃତ ବିବରଣୀକୁ ଆଧାର କରି ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି
Read More...

ଉପେକ୍ଷୀତ ବର୍ଗଙ୍କ ଟିକାକରଣ ପାଇଁ ସିଏସ୍ସି ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା ଜନ ସେବା କେନ୍ଦ୍ର (ସିଏସ୍ସି) ପକ୍ଷରୁ ଟେଲିକମ୍ କଂପାନି ୱିର ସିଏସ୍ଆର୍ ଶାଖା ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରାଯାଇଛି । ଉପେକ୍ଷୀତ ବର୍ଗର ଲୋକମାନଙ୍କ ଟିକାକରଣ ଲାଗି ଉଭୟ
Read More...

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଦୁଇ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ରେ ପୁଣି ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓବାଦୀଙ୍କ ଆକ୍ରମଣ । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା । ସହିଦଙ୍କ ମଧ୍ୟରେ ଜଣେ ପୋଲିସ ଏଏସଆଇ ଓ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ସନ୍ଦୀପ ଶର୍ମା

ନୂଆଦିଲ୍ଲୀ : ଭାରତର ଦ୍ରୁତ ବୋଲର ତଥା ଆଇପିଏଲ ହିରୋ ସନ୍ଦୀପ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ଗର୍ଲଫ୍ରେଣ୍ଡକୁ ବିବାହ କରିଛନ୍ତି । ଏ ସଂପର୍କରେ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ତା’ର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ସନ୍ଦୀପଭାରତ ପାଇଁ
Read More...