Yearly Archives

2021

ରାତିରେ ପ୍ରେମିକାଙ୍କୁ ଭେଟିବା ମହଙ୍ଗା ପଡିଲା, ପ୍ରେମିକ ସହ ୪ ସାଙ୍ଗଙ୍କୁ ବାନ୍ଧିଲେ ଗ୍ରାମବାସୀ

ବାଲିପାଟଣା: ବିଳମ୍ବିତ ରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକା ଗାଁରେ ବନ୍ଧା ହେଲା ପ୍ରେମିକ । କେବଳ ପ୍ରେମିକ ନୁହେଁ, ତା ସାଙ୍ଗରେ ଯାଇଥିବା ୩ ସାଙ୍ଗ ମଧ୍ୟ ଗାଁ ଦାଣ୍ଡରେ ବନ୍ଧା ହେଲେ । ମାତ୍ର ପରେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ବିଚରା ପ୍ରେମିକ ଓ ତା ବନ୍ଧୁମାନେ ଛାଡ଼ ପାଇଲେ
Read More...

ଆଇସିୟୁରେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ଫାଲକନ ଗ୍ରୁପ ଅଫ କମ୍ପାନୀର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସକାଳେ ଶ୍ରୀ ପଟ୍ଟନାୟକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲର
Read More...

ନ୍ୟୁ ଲୁକରେ କ୍ୟାପଟେନ କୁଲ୍

ନୂଆଦିଲ୍ଲୀ: ପୁଣି ଭାଇରାଲ ହେଲେ ମହେନ୍ଦ୍ର ସିଂହ ଧୋନୀ । କିନ୍ତୁ ଏଥର କ୍ରିକେଟ ପାଇଁ ନୁହେଁ । ନିଜର ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଧୋନୀ । ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୁକକୁ ନେଇ ଜଣାଶୁଣା।
Read More...

ବିଜୁ ସ୍ୱାସ୍ଥ୍ୟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ
Read More...

୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

ନୂଆଦିଲ୍ଲୀ : ଦେଶରେ ୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ମିଳିବ ଶୀଘ୍ର କରୋନା ଟିକା। ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ।
Read More...

ବିସିସିଆଇ ଘୋଷଣା କଲା ୨୦୨୧-୨୨ ପାଇଁ କ୍ରୀଡାସୂଚୀ : ସେପ୍ଟେମ୍ବର ୨୦ରୁ ଘରୋଇ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୫ରୁ ରଣଜୀ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍‌ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି ଯେଉଁଥିରେ ଆସନ୍ତା ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାୀ କାରଣରୁ ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା, କିନ୍ତୁ
Read More...

ଆମେରିକାର ଚିନ୍ତା ବଢାଇଛି ତାଲିବାନ

କାବୁଲ: ତାଲିବାନ କାବୁଲ ଦଖଲ ପରେ ଆମେରିକା ଚିନ୍ତା ବଢ଼ିଛି । ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ ହକ ହେଲିକପଟର ଆଦି ହାତେଇ ନେଇଛି । ତାଲିବାନ ଆତଙ୍କବାଦୀମାନେ ଆମେରିକାର
Read More...

ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ ଭାରତ – ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ, ଭାରତ ଦଳ ପାକିସ୍ତାନ
Read More...

ସିନ୍ଧିଆଙ୍କ ଜନ ଆଶୀର୍ବାଦ ଯାତ୍ରାରେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗାଇଲେ, ରୁଜୁ ହେଲା ମାମଲା

ଇନ୍ଦୋର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦଯାତ୍ରା ସମୟରେ ଇନ୍ଦୋରର ଏକ ପୋଲିସ୍‌ ଷ୍ଟେସନରେ ପଶୁମାନଙ୍କ ଉପରେ ନିର୍ଯାତନା ମାମଲା ରୁଜୁ ହୋଇଛି । ଜନ ଆଶିର୍ବାଦ ଯାତ୍ରା ସମୟରେ ବିଜେପି କର୍ମୀମାନେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗ କରିଥିଲେ । ଏହି ଘୋଡାଟି
Read More...

ରାଜ୍ୟରେ ଆଜିଠାରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପାଗରେ ପରିବର୍ତ୍ତନ ଘଟିବ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଦୁର୍ବଳ ହେଉଥିବା ବେଳେ ମୌସୁମୀ ଟ୍ରପଲାଇନ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛି
Read More...