Yearly Archives

2021

ଟ୍ରାକ୍ଟର ଚଳାଇ ସଂସଦକୁ ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ :ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।…
Read More...

ବୁଟୁପାଲି ଯୋଗମହୋତ୍ସବ ସମିତି ତରଫରୁ ବ୍ୟାସପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭- ବୁଟୁପାଲି ଯୋଗ ମହୋତ୍ସବ ସମିତି ତରଫରୁ ବ୍ୟ ।ସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ…
Read More...

କାରଗିଲ ବିଜୟ ଦିବସ ଉପଲକ୍ଷେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର,୨୬/୭- ଆଜି ଏଠାରେ ୨୨ତମ କାରଗିଲ ବିଜୟ ଦିବସ ପାଳନ ଉପଲକ୍ଷେ ସହିଦ ବୀର ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ଯୋଗୁଁ କୌଣସି ସଭା ସମିତି ଆୟୋଜନ ସମ୍ଭବ ହୋଇ ନଥିବାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଜନସାଧାରଣ ସ୍ଥାନୀୟ କଚେରୀ ଛକ ଠାରେ ସ୍ଥାପିତ…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଇସାକ ମୁଣ୍ଡାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୬/୭- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହେବାପରେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଗ୍ରାମର ଇସାକ୍‌ ମୁଣ୍ଡା ଆଜି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ଜଣେ ଦିନ ମଜୁରିଆ ଭାବରେ କାମକରି ନିଜର ପରିବାର ପୋଷଣ କରୁଥିଲେ ।…
Read More...

ଆଜି କାର୍ଗିଲ ବିଜୟ ଦିବସ : ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସ କାର୍ଗିଲ ୱାର ମେମୋରିଆଲରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । କାରଗିଲ ୱାର ମେମୋରିଆଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…
Read More...

ଆଜି ଶ୍ରାବଣ ପ୍ରଥମ ସୋମବାର : ଭଗବାନ ଶିବଙ୍କୁ ଏହିଭଳି ପୂଜା କରନ୍ତୁ, ପୂରଣ ହେବ ସବୁ ଇଚ୍ଛା

ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରାବଣ ମାସ ସବୁଠାରୁ ଶୁଭ ମାସ ବୋଲି ବିବେଚନା କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ମାସ ଆଷାଢ ମାସ ପରେ ଆସିଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହା ଜୁଲାଇ ୨୪, ୨୦୨୧ ରେ ଶେଷ ହୋଇଛି । ଯାହା ପରେ ଜୁଲାଇ ୨୫ ରୁ ଶ୍ରାବଣ ମାସ ଆରମ୍ଭ…
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଉକ୍ତ ଗ୍ରାମର ଜାନିରା ଦିଗାଲଙ୍କ ସ୍ତ୍ରୀ ସୁମନ୍ତି ଦିଗାଲ (୪୮) ନିଜ ବିଲରେ ଧାନ ତଳି ଲଗାଇବା ପରେ ଘରେ ଆସି ଖାଇଥିଲେ । ଖାଇ ସାରିବା ପରେ ବାରିପଟେ କଂସା ବାସନ ମାଜିବା ବେଳକୁ…
Read More...

ପୁଣି ୬୨ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୬୩୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌…
Read More...

୧୫ଦିନ ହେଲା ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତିପାଠାଗାର

ପୁରୀ,୨୫/୭- ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତି ପାଠାଗାର । ଐତିହାସିକ ବକୁଳବନ ସମ୍ମୁଖରେ ଥିବା ଏହି ପାଠାଗାରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ବିଦ୍ୟୁତ ବିଭାଗ । ପ୍ରାୟ ୧୫ ଦିନ ହେବ ଅନ୍ଧାରରେ ରହିଛି ଏହି ପାଠାଗାର । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦାୟିତ୍ୱରେ ଅନେକ…
Read More...

ଫ୍ରେଣ୍ଡସିପ କ୍ଲବ୍‌ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୫/୭- ଫ୍ରେଣ୍ଡସିପ କ୍ଲବ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୦ -୨୧ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ନିଆଯାଇଛି ଯଥା ପ୍ରାଥମିକ…
Read More...