Yearly Archives

2021

ଅସହାୟ ଓ ନିରାଶ୍ରିତଙ୍କୁ ଛତା ଓ ଜୋତା ବଣ୍ଟନ କଲେ ଦଂପତ୍ତି

ହରଭଙ୍ଗା,୨୪/୭- ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ରାଧେଶ୍ୟାମ ଅଗ୍ରୱାଲ ଓ ପତ୍ନୀ ସରସ୍ୱତୀ ଦେବୀ ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ୧୦୦ ରୁ ଅଧିକ ଅସହାୟ, ବିଧବା, ବୃଦ୍ଧ ବୃଦ୍ଧା ମାନଙ୍କୁ ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଛତା ଓ ଜୋତା ବଣ୍ଟନ
Read More...

ଶୃଙ୍ଖଳିତ ଭାବେ ବିନା ଭକ୍ତରେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି

ପୁରୀ,୨୩/୭- ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ,ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ମହାବାହୁ । ଘୋଷଯାତ୍ରାର ଏହି
Read More...

ମା ବ୍ୟାଘ୍ରଦେବୀଙ୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ଦଶପଲ୍ଲା,୨୩/୭ - ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଜୁ ଗ୍ରାମ ନିକଟ ରେ ମା” ବ୍ୟାଘ୍ର ଦେବୀ ଠାକୁରାଣୀ ଙ୍କ ମନ୍ଦିର ରହିଛି । ମା” ଙ୍କର ମହିମା ଏହି ଅଞ୍ଚଳ ରେ ବେଶ୍‌ ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ଏହି ପୀଠରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ବହୁ
Read More...

ପାତାଳି ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରତ୍ନବେଦୀକୁ ବିଜେ

ସୁବର୍ଣ୍ଣପୁର ୨୩/୭- ସୁବର୍ଣ୍ଣ ପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳି ଶ୍ରୀ କ୍ଷେତ୍ରରେ ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉମାନଙ୍କ ମନ୍ଦିର ବିଜେ ସମାପନ ହୋଇଛି । ପ୍ରଥମେ ରଥ ଅବତରଣ ପରେ ଛଳିଆ କନ୍ଦର ଶ୍ରୀ ମନ୍ଦିର ଅଭିମୁଖେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
Read More...

କୋଇଣ୍ଡାପାଲିର ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ

ବଲାଙ୍ଗୀର, ୨୩/୭- ଲୋୟର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ କୋଇଣ୍ଡାପାଲିର ୩୪ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଲୋୟର ଜଳସେଚନ ପ୍ରକଳ୍ପ ମୁଖ୍ୟଯନ୍ତୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗାଦାନ କରି ବିସ୍ଥାପିତଙ୍କୁ
Read More...

ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲଂଘନ କରି ଲୁହାପଥର ପରିବହନ

କେନ୍ଦୁଝର,୨୩/୭ - ଜିଲ୍ଲାରେ ଖଣି ଚୋରି କିଛି ନୁଆ କଥା ନୁହେଁ, ପୂର୍ବରୁ ଜିଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ
Read More...

ଜାମ୍ବୁନାଳ ଉପରେ ୨ ଫୁଟ ପାଣି, କମିରା ୬ ଘଣ୍ଟା ବାହ୍ୟ ଜଗତରୁ ବିଚ୍ଛିନ୍ନ

ଜହ୍ନାପଙ୍କ,୨୩/୭- ଆଜି ସକାଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ଜହ୍ନାପଙ୍କଠାରୁ କମିରା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଫଳରେ କମିରା ଗ୍ରାମବାସୀ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ବାହ୍ୟଜଗତରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା ଭବାନୀପାଟଣାରୁ ଆରମ୍ଭ

ଭବାନୀପାଟଣା,୨୩/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି କଳାହାଣ୍ଡି ମାଁ ମାଣିକେଶ୍ୱରୀ ପୀଠରୁ ଆରମ୍ଭ ହେଲା କୋସଲ ସ୍ୱାଭିମାନ ପଦଯାତ୍ରା । ବିଭିନ୍ନ ସ୍ଥାନରେ ଏହି ଯୁବ ସମନ୍ୱୟ ସମିତିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ବୈଠକ, ନୂତନ କର୍ମକର୍ତ୍ତା ଚୟନ: ଶିତିକଣ୍ଠ ସଭାପତି ଓ ଜୀତେନ୍ଦ୍ରୀୟ ସଂପାଦକ ଘୋଷିତ

କଣ୍ଟାମାଳ,୨୩/୭- ବୌଦ୍ଧଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକମାନେ ସେମାନଙ୍କ
Read More...