“ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରେ ଗାଁ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ
ସମ୍ବଲପୁର,୯/୭- ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କ ଜୀବିକା ସ୍ତରରେ ଅପେକ୍ଷିତ ଉନ୍ନତି ଆଣିବା ପାଇଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏହା ସହିତ ଅଣଧାନ ଫସଲ ପ୍ରତି ଲୋକଙ୍କ ରୁଚି ବଢ଼ା ଯାଉଛି, କାରଣ ଏହି ଅଞ୍ଚଳରେ ସମସ୍ତେ ତାହାରି ଭିତରେ ଆବଦ୍ଧ ରହି ଯାଇଛନ୍ତି ।!-->…
Read More...
Read More...