Yearly Archives

2021

ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ

ଗଜପତି,୨୬/୬- କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଙ୍ଗାଲୋର ସ୍ଥିତ ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା
Read More...

ଭର୍ଚୁଆଲ ମୋଡରେ କିସ୍‌ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଭାରତ ସରକାରଙ୍କ ଅନୁମୋଦନ କ୍ରମେ ୨୦୧୭ ଅଗଷ୍ଟରୁ କିସ୍‌ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବା ପରେ ଆଜି ତା’ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସିଏଜି ଗିରିଶ ମୁର୍ମୁ, କେନିଆର ସାଂସଦ ଓଡିଆ ପୁଅ ସ୍ୱରୂପ ରଂଜନ
Read More...

ଚାଲିବାର ଶୈଳୀ କହିଥାଏ ଆପଣଙ୍କ ସ୍ୱଭାବ, ଜାଣନ୍ତୁ କିପରି ?

ଯେପରି ମୁହଁ ଏବଂ ଶରୀରରେ ଥିବା କଳାଜାଇ କାହାର ସ୍ୱଭାବ ବିଷୟରେ କହିଥାଏ ଠିକ୍ ସେହିଭଳି, ଚାଲିବା ଶୈଳୀ ମଧ୍ୟ ସେହି ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । କେହି କେହି ଧିରେ ଚାଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଦ୍ରୁତ ଗତିରେ ଚାଲିବାକୁ ପସନ୍ଦ କରିଥାନ୍ତି । ସମୂଦ୍ରଶାସ୍ତ୍ର
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତଙ୍କ ମୃତ୍ୟୁ

ବାଉଁଶୁଣୀ ,୨୭/୬ : ବୌଦ୍ଧ ବ୍ଲକ୍ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଖମାର ଗ୍ରାମରେ ଜଣେ ବ୍ୟକ୍ତି ଗତକାଲି ଅପରାନ୍ହ ସମୟରେ ନିଜ ଘର ବିଦ୍ୟୁତ୍ ଲାଇନ୍ ସଜାଡ଼ିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖମାର ଗ୍ରାମର ସତ୍ୟ ନାରାୟଣ
Read More...

ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଏୟାରପୋର୍ଟ ପରିସରରେ ବିସ୍ଫୋରଣ । ଜମ୍ମୁ ବିମାବନ୍ଦରର ଟେକ୍ନିକାଲ ଅଂଚଳରେ ବିସ୍ଫୋରଣ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ବିଳମ୍ୱିତ
Read More...

କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚନ୍ଦ୍ରପଡ଼ା କେନାଲରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ସିମୁଳିଆ ପୋଲିସ ।ଶନିବାର ବିଳମ୍ବିତ ରାତିରେ କେନାରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
Read More...

ପୁଣି ୩୯ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୪୦୮ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ବାଲି ଚୋରା ଚାଲାଣ : ୧ଲକ୍ଷ ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର: ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୨ ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ବାଲି ଚୋରା ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନକିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ହାଇୱା ପ୍ରତି ୪୦, ୦୦୦ ହଜାର ଓ ଟ୍ରାକ୍ଟର ପ୍ରତି ୧୦, ୦୦୦ ହଜାର ଲେଖାଏଁ
Read More...

ନାଇକେନପାଲିରେ ଆଶାକର୍ମୀଙ୍କୁ ପଲ୍ସ ଅକ୍ସିମିଟର ବଣ୍ଟନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପଲ୍ସ ଅକ୍ସିମିଟର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ନାଇକେନପାଲି
Read More...

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ
Read More...