ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ ରାସ୍ତାରେ ବିପଦପୂର୍ଣ୍ଣ ଗର୍ତ୍ତ, ଦୁର୍ଘଟଣାକୁ ଆମନ୍ତ୍ରଣ
ବୌଦ୍ଧ/ଜହ୍ନାପଙ୍କ,୨୩/୬- ରାଜ୍ୟ ସରକାର ରାସ୍ତାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କରାଯାଇଥିବା ରାସ୍ତା ଅଳ୍ପ ଦିନରେ ନଷ୍ଟ ହେଉଛି । ଏପରି ଏକ ରାସ୍ତା ହେଉଛି ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ!-->…
Read More...
Read More...