Yearly Archives

2021

ଭାରସାମ୍ୟ ହରାଇ ଓଲଟିଲା ମାଲ୍‌ବାହୀ ଟ୍ରକ

ଦଶପଲ୍ଲା,୨୧/୬ :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ ଟା ସମୟରେ ଏକ ଲୁହାପ୍ଲେଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ
Read More...

କମିରାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ /ଜହ୍ନାପଙ୍କ,୨୧/୬- ବୌଦ୍ଧବ୍ଳକ ମୁଣ୍ଡପଡା ପଂଚାୟତ ଅନ୍ତର୍ଗତ କମିରା ସ୍କୁଲ ପରିସରରେ ବୌଦ୍ଧଜିଲ୍ଲା ପତଞ୍ଜଳି ଯୋଗ ସମିତି କମିରା ଶାଖା ପକ୍ଷରୁ ୭ ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ହୃଷୀକେଶ ପ୍ରଧାନଙ୍କ ନିର୍ଦ୍ଦେଶରେ ଶିକ୍ଷକ
Read More...

ରୋଟାରୀକ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଯୋଗଦିବସ ପାଳିତ

ଭୁବନେଶ୍ୱର,୨୧/୬- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମିଳିତ ଭାବେ ଏକ ଯୋଗ ଆଲୋଚନାଚକ୍ର ଓ ପ୍ରଦର୍ଶନ ଜୁମ ଭିଡିଓ ଯୋଗେ କ୍ଲବର ସଭାପତି ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ଘରେ ରହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧/୬ – ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣଅଟେ । ବିଶେଷ ଭାବରେ ସାଂପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବାଦରକାର ବୋଲି ସୋମବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟ୍ୱିଟ୍‌ ଯୋଗେ ଆହ୍ୱାନ
Read More...

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗଦିବସ ଅନୁଷ୍ଠିତ

ଗଣିଆ,୨୧/୬- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କୋରନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସକୁ ଜାରିରଖିବା ସହିତ ରାସଙ୍ଗ ପଞ୍ଚାୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଶିବାଶିଷ ମିଶ୍ର ଘର ଘର
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଜପତି,୨୧/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ସୁସ୍ଥ ରହେ । ପ୍ରତ୍ୟେକ ବ୍ୟକ୍ତି
Read More...

ଏନ୍‌ଏସ୍‌ଏସ୍‌ ପକ୍ଷରୁ ଯୋଗ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୨୧/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ମା ମାହେଶ୍ୱରୀ
Read More...

ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ ପାଳନ

ହରଭଙ୍ଗା,୨୧/୬- କୋରନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ମୂଖ୍ୟ କାର୍ଯ୍ୟାଳୟ ଏବଂ କ୍ଲବ୍ ର ବ୍ଲକର
Read More...