ବୌଦ୍ଧରେ ୧୫ ମିନିଟ୍ରେ ସରିଗଲା ୧୫ଶହ ଟିକାର ସ୍ଲଟ ବୁକିଙ୍ଗ : ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ
ବୌଦ୍ଧ,୧୫/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତାକାଲି ଆରମ୍ଭ ହେଉଛି । ଆଜି (ମଙ୍ଗଳବାର) ଦିନ ୧ଘଣ୍ଟା ସମୟରେ ସ୍ଲଟ ଖୋଲାଯିବାପରେ ୧୫ମିନିଟ ମଧ୍ୟରେ ୧୬, ୧୭ ଓ ୧୮ ତାରିଖ ପାଇଁ ଧାର୍ଯ୍ୟ ପ୍ରତ୍ୟେକ ଦିନର ୫୦୦ ଲେଖାଏଁ ଟିକା ବୁକିଙ୍ଗ!-->…
Read More...
Read More...