Monthly Archives

January 2022

କଣ୍ଟିଲୋ କେନ୍ଦୁପଲ୍ଲୀରେ ରାମକୃଷ୍ଣ ସେବାଶ୍ରମର ଶୀତକାଳୀନ ରିଲିଫ୍‌ ସେବା

ଦଶପଲ୍ଲା : ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳ ଆନୁକୂଲ୍ୟରେ ଚତୁର୍ଥ ଶୀତକାଳୀନ ରିଲିଫ୍‌ ସେବା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ସହସଂପାଦକ ସର୍ବେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ୧୦୦ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ କମ୍ବଳ
Read More...

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ସାଗର ସତ୍ୟାଗ୍ରହ

ପୁରୀ : ଶ୍ରୀମନ୍ଦିର ଭକ୍ତଙ୍କ ଖୋଲିବାକୁ ପୁଣି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯିବା ସହ ସାଗର ସତ୍ୟାଗ୍ରହ କରାଯାଇଛି । ଶ୍ରୀଜଗନ୍ନାଥ ସେନା ର କର୍ମକର୍ତା , ବେଳାଭୂମିର
Read More...

ବୌଦ୍ଧ ତହସିଲ ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ବୌଦ୍ଧ : ବୌଦ୍ଧ ତହସିଲର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଯୋଗାଇଦେଉଥିବା ତହସିଲ କାର୍ଯ୍ୟାଳୟରେ ସ୍ଥାନାଭାବ ଦେଖାଯିବା ସହିତ ବିକ୍ଷିପ୍ତ ଭାବରେ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ ଫଳରେ
Read More...

ଓଡିଶା ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର : ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ସ୍ଥାନୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସମ୍ମିଳନୀ ଗୃହଠାରେ ଏକ ସମ୍ବର୍ଦ୍ଧନା ସଭା କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ
Read More...

ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଗିରିଶ କୁମାର ମହାନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡକ୍ଟର ଗିରିଶ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରି ଥିବାର ଜଣାପଡ଼ିଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଠାରେ ଏସ୍‌ଡିଭିଓ
Read More...

ବୌଦ୍ଧ ଜିଲ୍ଲା ସ୍ତରୀୟ +୨କଲେଜ ଅଧ୍ୟକ୍ଷ ମାନଙ୍କ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କ ବୈଠକ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ଃ ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡର ତୃତୀୟ ଲହର ସକାଶେ ପିଲାମାନଙ୍କ
Read More...

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଭୟଭୀତ ନହୋଇ ନିୟମ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଭୟଭୀତ ନହୋଇ ନିୟମ ପାଳନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ପ୍ରଶାସନକୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଆଜି
Read More...

କିଶୋରଙ୍କୁ ଟିକା ନେଇ ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

ନୂଆଦିଲ୍ଲୀ : ଏବେ ଦେଶରେ ଚାଲିଛି କିଶୋର ଟିକାକରଣ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ୧୫ରୁ ୧୮ ର୍ବେ ବୟସର ପିଲାମାନଙ୍କୁ ଏହି ଅଭିଯାନରେ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ପିଲା ଟିକା ନେଇସାରିଲେଣି । ତେବେ ଏହି ଟିକା ଓ ବୟସକୁ ନେଇ କିଛି
Read More...

ଶସ୍ତା ହେଲା ସୁନା

ନୂଆଦିଲ୍ଲୀ : ଏବେ ବାହାଘର ସିଜିନ ଚାଲିଛି । ତେଣୁ ସୁନାର ଭାଉ କାହିଁରେ କ’ଣ । ଧନୀମାନଙ୍କ ପାଇଁ ଚିନ୍ତାର କାରଣ ନାହିଁ,କିନ୍ତୁ ମଧ୍ୟବିତ୍ତ ବର୍ଗର ଗ୍ରାହକମାନେ ଆଶା କରୁଛନ୍ତି,ସୁନା ରେଟ କେମିତି ଟିକେ କମନ୍ତା କି । ସେମାନଙ୍କ ଆଶା ଏବେ କିଛିଟା ସାକାର ହୋଇଛି । ସୁନା ମୂଲ୍ୟ କମିଛି ।
Read More...

ଟାଟା ହାତକୁ ଗଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଔପଚାରିକ ଭାବେ କେନ୍ଦ୍ର ସରକାର ‘ଏୟାର୍‌ ଇଣ୍ଡିଆ’କୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି । ଏଥିପାଇଁ କିଛିଦିନ ତଳେ ଔପଚାରିକତା ପ୍ରକ୍ରିୟା ସଂପନ୍ନ ହୋଇଥିଲା । ହସ୍ତାନ୍ତର ହେବା ପୂର୍ବରୁ ଆଜି ‘ଟାଟା ସନ୍‌ସ୍‌’ର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ
Read More...