Monthly Archives

January 2022

ପୁଣି ସ୍ପଟ ଫିକ୍ସିଂ ଝଡ଼ : ଏଥର ଫସିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : କ୍ରିକେଟ ଜଗତରେ ସ୍ପଟ ଫିକ୍ସିଂ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି କଳଙ୍କ ଲାଗିଛି କ୍ରିକେଟ ଦେହରେ । ଏବଂ ଏହି କେଳେଙ୍କାରୀ ପାଇଁ ବହୁ ନାମିଦାମୀ କ୍ରିକେଟର ଦଣ୍ଡିତ ହୋଇଛନ୍ତି । ତେବେ ବେଳେ ବେଳେ କିଛି ନିରୀହ କ୍ରିକେଟର ଏଥିପାଇଁ ଫସିଥିବାର ନଜିର ମଧ୍ୟ ରହିଛି ।
Read More...

ସୋନପୁରରେ ବଳରାମ ସିଂହ ଯାଦବ ; ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ,ଏକାଠି ହେଲେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ

ସୁବର୍ଣ୍ଣପୁର: ଠିକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋନପୁରରେ ଓଡିଶା ଯାଦବ ମହାସଂଘର ସଂପାଦକ ବଳରାମ ସିଂହ ଯାଦବଙ୍କ ଉପସ୍ଥିତି ରାଜନୈତିକ ମହଲରେ ଖୁବ୍‌ ଆଲୋଡନ ସୃଷ୍ଟି କରିଛି । ବଳରାମଙ୍କ ସହ ସଂଘର ବରିଷ୍ଠ କର୍ମକର୍ତ୍ତା ମାନେ ରୁଦ୍ଧ ଦ୍ୱାର ବୈଠକ କରି ଜିଲ୍ଲାର ରାଜନୈତିକ ପରିସ୍ଥିତି ନେଇ
Read More...

ବାଇକ ଉପରେ ଚଢିଗଲା ଟ୍ରକ : ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ

କଟକ : ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବାଇକ ଉପରେ ଟ୍ରକ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା
Read More...

ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦିଆଯାଉ, ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ

ପାଟଣାଗଡ଼: ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ ଟି ପଞ୍ଚାୟତରେ ୩ ରୁ ଅଧିକ ପୁଅଝିଅ ଥିବାର ବାପା ମା ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଚ କରିବା ଦାବିରେ ପାଟଣାଗଡ଼ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା
Read More...

ଧିମା ବୋଲିଂ ପାଇଁ ଭାରତ ଦଣ୍ଡିତ

ନୂଆଦିଲ୍ଲୀ : ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । ଗସ୍ତ ପୂରା ବିଫଳ ହୋଇଛି । ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ଭାରତ ହାରିଛି । ଗତକାଲି ଶେଷ ଦିନିକିଆ ଖେଳାଯାଇଥିଲା ଏବଂ ଏଥିରେ ମଧ୍ୟ ଅନ୍ୟ ଦୁଇଟି ଦିନିକିଆ ଭଳି ଭାରତ ପରାସ୍ତ ହୋଇଥିଲା । ସିରିଜ ତ ହାରିଲେ,ସେଥିରେ ପୁଣି ଦଣ୍ଡିତ
Read More...

ଭୟଙ୍କର ସ୍ଥିତି : ବରଫ ନେଲାଣି ୪୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟୁନି । ଦୁଃଖର ପାହାଡ଼ ସେମାନଙ୍କୁ ତଳିତଳାନ୍ତ କରିସାରିଲାଣି । ଯନ୍ତ୍ରଣା ଚରମସୀମାରେ ପହଞ୍ଚିଗଲାଣି । ତାଲିବାନଙ୍କ କ୍ରୁରତା ସେମାନଙ୍କ ଜୀବନକୁ ଦୁର୍ବିସହ କରିଥିବା ବେଳେ ଏବେ ଭୟଙ୍କର ତୁଷାରପାତ ଅବସ୍ଥାକୁ ସାଂଘାତିକ
Read More...

ଗଛରୁ ଉଦ୍ଧାର ହେଲା ଭାଲୁ

ଉମରକୋଟ: ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି
Read More...

ବଜେଟ ପୂର୍ବରୁ ଶେୟାର ବଜାରରେ ବଡ଼ଧରଣର ହ୍ରାସ

ନୂଆଦିଲ୍ଲୀ : ବଜେଟ ପୂର୍ବରୁ ସେୟାର ବଜାରରେ ବଡଧରଣର ହ୍ରାସ ଘଟିଛି । ବିଏସଇ ସେନସେକ୍ସ ୧୯ଶହ ପଏଣ୍ଟ ଖସିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ବି ୫ଶହ ୫୦ ପଏଣ୍ଟ ହ୍ରାସ ପାଇଛି । ଲଗାତର ୫ ଦିନ ହେଲା ସେୟାର ବଜାର ନିମ୍ନଗାମୀ ହେଉଛି । ଆଜି ବଜାର ଖୋଲିବା ମାତ୍ରେ ସେନସେକ୍ସ
Read More...

ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏହି ସପ୍ତାହ ଶେଷ ସୁଦ୍ଧା ଏୟାର ଇଣ୍ଡିଆ ଟାଟା ଗ୍ରୁପକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ସରକାରୀ କର୍ମଚାରୀ ସୋମବାର କହିଛନ୍ତି । ଏକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ପରେ ସରକାର ଗତ ବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପ୍‌ର ହୋଲଡିଂ କମ୍ପାନୀର ଏକ ସହାୟକ
Read More...

ମାତ୍ର ୪୦ ଦିନର କନ୍ୟାଶିଶୁ କୋଭିଡ ସଂକ୍ରମିତ

ଭରୋଦରା: ୪୦ ଦିନର କନ୍ୟାଶିଶୁ ଓ ମା’ କୋଭିଡ ସଂକ୍ରମିତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁଜରାଟ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସେମାନଙ୍କୁ ଜାମନବାଇ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏସଏସଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା
Read More...