Monthly Archives

January 2022

ରାଜ୍ୟରେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି।ପାଣିପାଗ ବିଭାଗର ସୂଚନା ଅନୁସାରେ,
Read More...

ରୋଜଗାର ଉପରେ କରୋନାର ଭୟଙ୍କର ମାଡ଼ : ହାତବାନ୍ଧି ବସିଛନ୍ତି କୋଟିକୋଟି ଲୋକ

ନୂଆଦିଲ୍ଲୀ: ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଅନ୍ତ କେବେ ହେବ,ତାହା କେହି ଜାଣି ନାହାନ୍ତି । ଏବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ମାର୍ଚ୍ଚରେ କରୋନାର ଅନ୍ତ ଘଟିବ । କିନ୍ତୁ ଏହି ଦାବିରେ କେତେ ଦୃଢତା ରହିଛି,ତାହାର ପ୍ରମାଣ ଆଗାମୀ ଦିନ ହିଁ ଦେବ । ଏହି ମହାମାରୀ
Read More...

କିଆକଟା ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ

କିଆକଟା : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କିଆକଟା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରା ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଅଳ୍ପ ସଂଖ୍ୟାକ ପ୍ରଶଂସକଙ୍କ ସହ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର
Read More...

ଦୋହରାଇଲେ ସୁପ୍ରିମକୋର୍ଟ : ପୈତୃକ ସମ୍ପତ୍ତିରେ ଝିଅର ବି ରହିଛି ସମାନ ଅଧିକାର

ନୂଆଦିଲ୍ଲୀ: ପୈତୃକ ସଂପତ୍ତି ଉପରେ ପୁଅ ଭଳି ଝିଅର ବି ସମାନ ଅଧିକାର ରହିଛି । ଏକଥାକୁ ଆଜି ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ପୈତୃକ ସମ୍ପତ୍ତି
Read More...

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ଅମର ଜବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍‌ ଉିପରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
Read More...

କରୋନା ପଜିଟିଭ ହେଲେ ହରଭଜନ ସିଂ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ତାରକା କ୍ରିକେଟର ହରଭଜନ ସିଂ କୋଭିଡ -୧୯ ପଜିଟିଭ ହୋଇଥିବା ଜଣାପଡିଛି । ପୂର୍ବତନ ଅଫ୍‌ ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ । ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକ ଭଜି
Read More...

ଲିଭିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ ପାଖରେ ଥିବା ଅମର ଯବାନ ଜ୍ୟୋତି ଲିଭିବନି । ଗତ ୫୦ ବର୍ଷ ଧରି ଏହା ଜଳିଆସୁଛି ଏବଂ ଆଗକୁ ମଧ୍ୟ ଏଭଳିଭାବେ ରହିବ । ଏହା କେବେ ବି ଲିଭିବନି । କେନ୍ଦ୍ର ସରକାର ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି । ଏହି ଜ୍ୟୋତିକୁ ନେଇ ବିବାଦ ସୃଷ୍ଟି ହେବାପରେ ଆଜି ଏଭଳି
Read More...

ପୂର୍ବତଟ ରେଳପଥ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ

ଗଜପତି,୨୧/୧- ଆଜି ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନର ରେଳମଣ୍ଡଳ ପ୍ରବନ୍ଧକ(ଡି ଆର୍‌ ଏମ୍‌) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚ଼ସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅବହେଳିତ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା
Read More...

୪୦୧ଟି ଟ୍ରେନ୍‌ ବାତିଲ୍‌ କଲା ରେଳ ବିଭାଗ

ନୂଆଦିଲ୍ଲୀ,: ଭାରତୀୟ ରେଳ ବିଭାଗ ଶୁକ୍ରବାର ୪୦୧ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରିଦେଇଥିବା ଜଣାପଡ଼ିଛି । ଖରାପ ପାଣିପାଗ ଏବଂ ପରିଚାଳନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ । ଉତ୍ତର ଭାରତରେ କୁହୁଡ଼ି ଜମି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ପାଗ ଖରାପ ରହିଛି
Read More...

ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି
Read More...