Monthly Archives

January 2022

ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା

ବୌଦ୍ଧ,୩୦/୧: ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଆଜି ହରଭଙ୍ଗା ବ୍ଲକର ବଙ୍କାପଡା ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପରଲୋକ ଘଟିଥିବା କ୍ଲବର ସଦସ୍ୟ କପିଳେଶ୍ୱର ପ୍ରଧାନ, ମନୋରଂଜନ ମିଶ୍ର, ଦୁର୍ବାକ୍ଷ…
Read More...

ଅଷ୍ଟ୍ରେଲିଆନ ଓପନ : ମହିଳା ଡବଲ୍ସ ଜିତିଲେ ବାର୍ବୋରା- କ୍ୟାଟେରିନା ଯୋଡ଼ି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ ଓପନରେ ବାର୍ବୋରା କ୍ରେଜସିକୋଭା ଓ କ୍ୟାଟେରିନା ସିନିଆକୋଭା ଯୋଡ଼ି ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଅଷ୍ଟ୍ରେଲୀୟ ଓପନ୍‌ ମହିଳା ଡବଲ୍ସ ୬-୭ (୩), ୬-୪, ୬-୪ ରବିବାର ଅଣସଂରକ୍ଷିତ ଆନ୍ନା ଡାନିଲିନା ଏବଂ ବିଟ୍ରିଜ୍‌ ହାଡାଦଙ୍କ ଠାରୁ…
Read More...

ଭିଏସ୍ଏସ୍ ନଗରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ଓଡିଶା ମୋ ପରିବାର ତରଫରୁ ଭୁବନେଶ୍ୱର ୱାର୍ଡ ନମ୍ବର-୧୧ ଭିଏସ୍ଏସ୍ ନଗର ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍ ରେ ବାବୁଭାଇ କମିଟି ଓ ତ୍ରିନାଥ ବସ୍ତି ଉନ୍ନୟନ କମିଟି ସହଯୋଗରେ " ଓଡିଶା ମୋ ପରିବାର ଜୀବନବିନ୍ଦୁ ରକ୍ତଦାନ" ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମାନ୍ୟବର…
Read More...

ଡ଼ିଏଫଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

ପାଟଣାଗଡ଼: ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠିଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ବିଭାଗୀୟ…
Read More...

ଅନେକ ଭାରତୀୟଙ୍କୁ ବଞ୍ଚାଇଥିଲେ ଏହି ମହିଳା ପାଇଲଟ

ନୂଆଦିଲ୍ଲୀ ; କରୋନା କାଳରେ ବହୁ ଲୋକ ଅନେକ ମହତ କାର୍ଯ୍ୟକରି ନିଜର ମଣିଷପଣିଆ ଦେଖାଇଛନ୍ତି । ବିଭିନ୍ନ ଭୂମିକାରେ ସେମାନେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଲୋକଙ୍କ ପାଇଁ ସେମାନେ ଦେବଦୂତ ସାଜିଛନ୍ତି । ୨୦୨୦ରେ କରୋନା ଆରମ୍ଭ ସମୟରେ ଏହି ବ୍ୟକ୍ତିମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ…
Read More...

ଆରଏସପିରେ ଦୁର୍ଘଟଣା: ଜଣେ ମୃତ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅମର ପଣ୍ଡା । ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍‌ ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ…
Read More...

ଆଇପିଏଲ ପ୍ରଶଂସକଙ୍କ ପାଇଁ ଖୁସି ଖବର : ୨୫% ଦର୍ଶକଙ୍କୁ ଷ୍ଟାଡିୟମକୁ ମିଳିପାରେ ଏଣ୍ଟ୍ରି !

ନୂଆଦିଲ୍ଲୀ : ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଇପିଏଲ ୨୦୨୨ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରେ । ଆଇପିଏଲର ସମସ୍ତ ଲିଗ୍‌ ମ୍ୟାଚ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ…
Read More...

ଅସହ୍ୟ ଜାଡ଼, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାହାଡିଆ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୂଭୁତ ହେବ ପ୍ରବଳ ଜାଡ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତତ ତାପମାତ୍ରା କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…
Read More...

ବାଲିଗୁଡ଼ାରେ ଚୋର ଆତଙ୍କ : ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚୋର ଆତଙ୍କ । ଥାନାଠାରୁ ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ଅଭିଯୋଗ । ଗତକାଲି ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାନା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ବିଭିନ୍ନ…
Read More...

୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍‌ ଠାରେ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା ୧୨ଟି ଟ୍ରେନ ବାତିଲ ରହିବ । ସେହିପରି ୪ ଟି…
Read More...