Monthly Archives

January 2022

ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ କେରାଣ୍ଡି ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ବୃଦ୍ଧି

ଗଜପତି,୩୦/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନିର୍ବାଚନରେ ପ୍ରାର୍ଥୀଙ୍କୁ ନିଜ ନିଜର ଚିହ୍ନ ମିଳିସାରିଛି । ଫଳରେ ପଞ୍ଚାୟତରେ ନିର୍ବାଚନ ଉଷ୍ଣତା ଦେଖିବାକୁ ମିଳିଛି । କେରାଣ୍ଡି ପଞ୍ଚାୟତରେ ୭ ଗୋଟି ଗ୍ରାମରେ ଏଗାରଟି ୱାର୍ଡ଼ ରହିଥିବାବେଳେ ମୋଟ ଭୋଟର…
Read More...

ମିଶନ ଜୀବିକା ଦେଖାଇଛି ଜୀଇଁବାର ନୂଆ ରାହା

ପାରଳାଖେମୁଣ୍ଡି,୩୦/୧- ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଜିଲ୍ଲାରେ ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ୩୫୦୦୦…
Read More...

ଇତିହାସ ରଚିଲେ ନାଡାଲ

ନୂଆଦିଲ୍ଲୀ : ଇତିହାସ ରଚିଲେ ରାଫେଲ ନାଦାଲ । ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗିଲ୍ସରେ ଚାମ୍ପିଅନ ହେବା ସହ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ…
Read More...

ଦେଶରେ କରୋନାକୁ ପୂରିଲା ଦୁଇ ବର୍ଷ : ଗଲାଣି ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରବେଶକୁ ଦୁଇ ବର୍ଷ ହୋଇଗଲାଣି । ଏହି ଦୁଇ ବର୍ଷ ମଧ୍ୟରେ କରୋନା ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି । ଦେଶରେ ଏବେ ତୃତୀୟ ଲହର ଚାଲିଛି । ବର୍ତ୍ତମାନ ଯଦିଓ ଦୈନିକ ସଂକ୍ରମଣ କମୁଛି,ସେଥିରେ କିନ୍ତୁ ଖୁସି ହେବାର କିଛି ନାହିଁ । କାରଣ ବିପଦ ଟଳି…
Read More...

ନିର୍ବାଚନ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ

ଭୁବନେଶ୍ୱର: ଅବକାରୀ ବିଭାଗର ପକ୍ଷରୁ ବଡ଼ ପଦକ୍ଷେପ। ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର…
Read More...

ବିଜେପି ପକ୍ଷରୁ ସହିଦ ଦିବସ ପାଳିତ

ଘୁ ଉଦୟଗିରି: ଘୁ ଉଦୟଗିରି ବିଜେପି ନଗର ସଭାପତି ଉଦେଶନ ପ୍ରଧାନଙ୍କ ନେତୃତ୍ୱରେ ଆଜି ଶହୀଦ ଦିବସ ଅବସରରେ ସହିଦମାନଙ୍କୁ ସ୍ମରଣ କରି ପଦାସାହି ନିକଟରେ ସହିଦ ବବ୍ରୁବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଆର୍ପଣ କରି ସହିଦ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ସହିଦ…
Read More...

ବଞ୍ଚିବା ପାଇଁ ନିଜର ଅଙ୍ଗପ୍ରତ୍ୟଙ୍ଗ ବିକୁଛନ୍ତି ଏହି ଦେଶର ଲୋକେ

ଜାତିସଂଘ : ତାଲିବାନ ରାଜ୍‌ରେ ଆଫଗାନିସ୍ତାନର ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଅତି ଦୁର୍ବିସହ ହୋଇଉଠୁଛି । ବଞ୍ଚିବା ମୁସକିଲ ହୋଇପଡ଼ିଲାଣି । ପ୍ରତିଦିନ ଲୋକେ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ ଦି’ଓଳି ଖାଇବା ସମ୍ଭବ ହୋଇପାରୁନି । ଖାଦ୍ୟ ପାଇଁ ଡହଳବିଳ…
Read More...

ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ

ଫୁଲବାଣୀ: ଆଜି ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ଏବଂ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ କନ୍ଧମାଳର ଭଞ୍ଜନ କହଁରଙ୍କ ନେତୃତ୍ୱରେ ଉକ୍ତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ…
Read More...

ଅଶୋକ ଏବଂ ଆଶିଷ ସ୍ମାରକୀ ଏକଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାମ୍ବାଦିକ ଏକାଦଶ ବିଜୟୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ବିଟିଏମ ପଡିଆଠାରେ ଚାଲିଥିବା ଉଇଣ୍ଟର କପ ଟୁର୍ଣ୍ଣାମେଣ୍ଟର ଚାଲିଥିବା କ୍ରିକେଟ ଟୁର୍ଣ୍ଣାମଂଟ ଅବସରରେ ଆଜି ଅଶୋକ ଏବଂ ଆଶିଶ ସ୍ମାରକି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଟ ଆଡଭୋକେଟ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ…
Read More...

ନିଜର ପ୍ରିୟ ଟୋପି ନିଲାମ କଲେ ଆମେରିକାର ପୂର୍ବତନ ଫାଷ୍ଟଲେଡି

ୱାଶିଂଟନ : ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ତଥା ସେଲିବ୍ରିଟୀ ସେମାନଙ୍କର ପ୍ରିୟ ବ୍ୟବହୃତ ସାମଗ୍ରୀକୁ ନିଲାମ କରିବାର ଅନେକ ସମୟରେ ଦେଖିବାକୁ ମିଳିଥାଏ । ଖେଳାଳିଙ୍କଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଶ୍ରେଣୀର ସେଲିବ୍ରିଟୀମାନଙ୍କର ସାମଗ୍ରୀ ନିଲାମରେ ଆକର୍ଷଣୀୟ…
Read More...