Monthly Archives

January 2022

ରୋହିତଙ୍କୁ ଟେଷ୍ଟ ଅଧିନାୟକ କରିବା ସପକ୍ଷରେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ପଦରୁ ଇସ୍ତଫା ଦେବାର ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କର ଉତ୍ତରଧିକାରୀଙ୍କ ନାମ ଏଯାଏଁ ସ୍ଥିର କରିନାହାନ୍ତି । ଟେଷ୍ଟ ଅଧିନାୟକ ପଦ ଦୌଡରେ ପାଖାପାଖି ୫ଜଣ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ରୋହିତ ଶର୍ମା ସମସ୍ତଙ୍କ ଆଗରେ…
Read More...

+୨ ବୋର୍ଡ ପରୀକ୍ଷା ବାତିଲ ଦାବି

ବାଲିଗୁଡ଼ା: ଜୋର୍‌ ଧରିଲା +୨ ପରୀକ୍ଷା ବାତିଲ୍‌ ଦାବି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀ କାଉନସିଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପରୀକ୍ଷାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଏକ ରାଲି…
Read More...

ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ, ଥାନାରେ ଏତଲା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗରଙ୍କ ନିୟମକୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରକ୍ରିୟାକୁ କରୋନା କଟକଣା ମଧ୍ୟରେ ସହଯୋଗ ପୂର୍ଣ୍ଣ ମନୋଭାବ ନେଇ ସୁଚାରରୂପେ ସମ୍ପାଦନା କରିବା ପାଇଁ…
Read More...

ଶ୍ରୀ ମା’ ବୁଢୀ ଠାକୁରାଣୀ ମନ୍ଦିର ଓ ବୀର ବଜରଙ୍ଗ ମନ୍ଦିର କମିଟି ଗଠିତ

ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ଗାଦବାଗୁଡା ସାହି ସ୍ଥିତ ଶ୍ରୀମା ବୁଢୀ ଠାକୁରାଣୀ ମନ୍ଦିର ଓ ବୀର ବଜରଙ୍ଗ ମନ୍ଦିରର କମିଟି ଗଠନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀମା ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରବି ପ୍ରସାଦ ଶତପଥିଙ୍କ…
Read More...

ରାଜ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୯୨୯୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
Read More...

ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ବୈଠକ

ସୁବର୍ଣ୍ଣପୁର : ଗତକାଲି ସ୍ଥାନୀୟ ଢେରାପଡା ସ୍ଥିତ ବୁଢିମା କ୍ଲବ ପରିସରରେ ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ପଡାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଅଗ୍ରଗତି ପଥରେ ଥିବା ନୂତନ ବୁଢିମା ମନ୍ଦିରର ନିର୍ମାଣ କାମ ପାଇଁ…
Read More...

ସ୍କୁଲ ଉଚ୍ଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଆଦିବାସୀ ପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ…
Read More...

ଶିଶୁ ବିକ୍ରି ଅଭିଯୋଗରେ ବାପା-ମା’ ସମେତ ୫ ଗିରଫ

ଯାଜପୁର : ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାନରାଇପଡ଼ା ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଶିଶୁକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ବାପା ମାଆ ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ଥି ଅଙ୍ଗନବାଡି କର୍ମୀ…
Read More...

ଶେଷହେଲା ଓଡ଼ିଶା ଓପନ ବ୍ୟାଡମିଣ୍ଟନ : ମହିଳାରେ ଉନ୍ନତି,ପୁରୁଷରେ କିରନ ଚାମ୍ପିଅନ

କଟକ : ଶେଷ ହୋଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ମହିଳା ସିଙ୍ଗିଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗିଲସରେ କିରନ ଜଜ୍‌ର୍ ଚାମ୍ପିଅନ ହୋଇଛନ୍ତି । ଉନ୍ନତି ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି । ସେ କନିଷ୍ଠ ଭାରତୀୟ ଶଟଲର୍‌ ଭାବେ…
Read More...